ହସ୍ପିଟାଲରେ ସଞ୍ଜୟ ଦତ୍ତ

0 276

ମୁମ୍ୱାଇ,୯/୮( ସତ୍ୟସନ୍ଧାନଡେସ୍କ ) ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଅଭିନେତା ସଂଜୟ ଦତ୍ତ  ମୁମ୍ୱାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବାରୁ ତାଙ୍କୁ ନନ୍‌—କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି । ଯଦି ସବୁ ଠିକ୍ ଠାକ୍ ରହିଲା ତ ଆସନ୍ତା କାଲି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.