ଜାନୁଆରୀ ପହିଲାରୁ ନିୟମ ଉଲ୍ଲଘଂନକାରୀଙ୍କୁ ମିଳିବନି ନିସ୍ତାର

0 392

ଖବର ଆଜିର,ତାରିଖ ୦୭-୧୨-୨୦ ସୋମବାର
୧-କାଗଜପତ୍ର ନୁହେଁ ସୁରକ୍ଷାକୁ ଗୁରୁତ୍ବ : ଜାନୁଆରୀ ପହିଲାରୁ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନକାରୀଙ୍କୁ ମିଳିବନି ନିସ୍ତାର 
୨-ପାଣ୍ଡ୍ୟା ଦେଲେ ଶୃଙ୍ଖଳା; ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ପରାସ୍ତ, ଦୂରହେଲା ଭାରତର ଦିନିକିଆ ଦୁଃଖ ।
୩-ଆନ୍ଧ୍ରରେ ଅଜଣା ରୋଗର ଆତଙ୍କ, ହସ୍ପିଟାଲରେ ଭର୍ତ୍ତି ହେଲେଣି ୩୦୦ ଆକ୍ରାନ୍ତ ।
୪-ଭାରତ ଉପରେ Pfizer ର ନଜର, କରୋନା ଭାକ୍ସିନ ଲାଗି ସରକାରଙ୍କୁ ମାଗିଲା ଏମାର୍ଜେନ୍ସି ଆପ୍ରୁଭାଲ ।
୫-କୋଭିଡ୍ ଟିକା ସ୍ପୁଟ୍‌ନିକ ଭି’ର ପରୀକ୍ଷଣ : ପରୀକ୍ଷଣରେ ୧୭ ଜଣ ସ୍ବେଚ୍ଛାସେବୀଙ୍କୁ ଟିକା ଦିଆ ଗଲା ।
୬-ଗୁଜରାଟ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଅବଦୁଲ୍ଲା ଦାନିଶ୍ ଗିରଫ, ୧୯ ବର୍ଷ ଧରି ଥିଲା ଫେରାର ।
୭-ଚାଷୀଙ୍କୁ ବକ୍ସିଂ ଚାମ୍ପିୟନ ବିଜେନ୍ଦରଙ୍କ ସମର୍ଥନ; କହିଲେ, କଳା ଆଇନ୍ ରଦ୍ଦ ନକଲେ ଫେରାଇବି ସର୍ବୋଚ୍ଚ ଖେଳ ସମ୍ମାନ ।
୮-ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ୧୮ଟି ପାର୍ଟିର ସମର୍ଥନ ଘୋଷଣା, ଆଇନ ପ୍ରତ୍ୟାହାର ନକରିବା ଜିଦରେ ଅଟଳ କେନ୍ଦ୍ର ସରକାର ।
୯-କଂଗ୍ରେସ ସହ ହାତ ନ ମିଳାଇ ବିଜେପିକୁ ସହଯୋଗ କରିଥିଲେ ଏବେ ବି ମୁଖ୍ୟମନ୍ତ୍ରୀ ହୋଇ ରହିଥାନ୍ତି: ଏଚଡି କୁମାରସ୍ୱାମୀ ।
୧୦-ହୁ ହୁ ହୋଇ ବଢୁଛି ତେଲ ଦର, ସାଧାରଣ ଜନତା ଅସ୍ତବ୍ୟସ୍ତ।
୧୧-କୁହୁଡ଼ି ଆସ୍ତରଣରେ ଉପକୂଳ ଓଡ଼ିଶା, ଆଜି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ।
୧୨-ସୁନ୍ଦରଗଡ଼ ଜିଲ୍ଲାରେ ବଜ୍ରକାପ୍ତା ଚାଲାଣ ରାକେଟ ସକ୍ରିୟ, ଭିଡ଼ିଓ ତିଆରିକରି କ୍ରେତାଙ୍କ ପାଖକୁ ପଠାଉଛନ୍ତି ଦଲାଲ୍ ।
୧୩-ଟାଟା ମୋଟର୍ସ ନାଁରେ ଠକେଇ ମାମଲା : ବାପା କ୍ୱାର୍ଟର୍ସରେ ପୁଅର ନକଲି ଅଫିସ ।
୧୪-ବନୀକରଣ ପଛରେ ବି କେଳେଙ୍କାରୀ ସନ୍ଦେହ : କେଉଁଠି ଖର୍ଚ୍ଚ ହେଲା ୭୨୬କୋଟି?
୧୫-ମଙ୍ଗଳବାର ଠାରୁ ବ୍ରିଟେନରେ ଟିକାକରଣ, ରାଣୀ ଏଲିଜାବେଥ ନେବେ ପ୍ରଥମ ଟିକା ।
୧୬-ତେଲଙ୍ଗାନା ରାଜନୀତି: ୪ବର୍ଷରେ ବିଜେପି ଭୋଟ ୩୫୦% ବୃଦ୍ଧି; ଟିଆରଏସଠାରୁ ୦.୨୫% ଭୋଟରେ ପଛୁଆ ।
୧୭-ଆନ୍ଦୋଳନରତ କୃଷକଙ୍କୁ ଶୀତ ପୋଷାକ ପାଇଁ ୧ କୋଟି ଦେଲେ ଦିଲଜିତ୍ ।
୧୮-କରୋନାମୁକ୍ତ ତଥା ବିଶ୍ବଶାନ୍ତି ପାଇଁ ଆସନ୍ତା ୧୫ ତାରିଖ ଦିନ ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ ଅବସରରେ ପୁରୀ ବଡ଼ଦାଣ୍ଡ ବ୍ୟବସାୟୀମାନେ ଦୀପଦାନ କରିବେ। ସିଂହଦ୍ବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିବ ଦୀପ

 

Leave A Reply

Your email address will not be published.