ଜାନୁଆରୀରେ JEE , ମେରେ ନିଟ୍.

ଭୁବନେଶ୍ୱର,୧୬/୧୨(ଏସଏସନିଉଜ) ୨୦୨୩-୨୪ ଶିକ୍ଷା ବର୍ଷର ପ୍ରମୁଖ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କାର୍ଯ୍ୟସୂଚୀ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ବଜାନୁଆରୀରେJEE ମେନ୍ ସେସନ୍-୧ , ଏପ୍ରିଲରେ JEE ମେନ୍ ସେସନ-୨ବଜାନୁଆରୀ ୨୪ , ୨୫ , ୨୭ , ୨୮ , ୨୯ , ୩୦ ଓ ୩୧ରେ ହେବ ପରୀକ୍ଷା ।ଏପ୍ରିଲ ୬ , ୮ , ୧୦ , ୧୧ ଓ ୧୨ରେ ହେବ JEE ମେନ୍ ସେସନ-୨ ।ଆସନ୍ତା ବର୍ଷ ମେ ୭ରେ ହେବ ନିଟ୍ (ୟୁଜି) ପରୀକ୍ଷା ।ମେ ୨୧ରୁ ୩୧ ଯାଏଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା!

- Advertisement -

Leave A Reply

Your email address will not be published.