ଜୁଲାଇ ୩୧ ତାରିଖ ଯାଏଁ ଖଣ୍ଡଗିରି ଓ ଉଦୟଗିରି ଖୋଲିବ ନାହିଁ

0 256

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୦୬/୦୭/୨୦,ସୋମବାର
୧-ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଯାହାର ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୨-କରୋନା ମୁକାବିଲା ଲାଗି ଆସନ୍ତା ମଙ୍ଗଳବାର ଠାରୁ କଟକରେ ଆଣ୍ଟିଜେନ ଟେଷ୍ଟ ।
୩-ରଥଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
୪-ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ଐତିହ୍ୟସ୍ଥଳ ଖଣ୍ଡଗିରି ଓ ଉଦୟଗିରି ଖୋଲିବ ନାହିଁ।
୫-ଗଞ୍ଜାମର ପ୍ରତି ସରକାରୀ ଅଫିସରେ ମନିଟରଙ୍କୁ ନିଯୁକ୍ତି: ଜଣାଇବେ କର୍ମଚାରୀଙ୍କ କରୋନା ଲକ୍ଷଣ।
୬-ଚିକିତ୍ସା ପାଇଁ ବାପା ବହୁକଷ୍ଟରେ ସଞ୍ଚୟ କରି ରଖିଥିବା ୧୬ଲକ୍ଷ ଟଙ୍କାକୁ ପବଜି ଖେଳ ପାଇଁ ଉଠାଇନେଲା ପୁଅ
୭-ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ ହୋଇଛି
୮-ଜୁଲାଇ ୨୦୨୧ ଯାଏଁ କୋଭିଡ୍ କଟକଣା ବଢ଼ାଇଲା କେରଳ: ବର୍ଷେ ପର୍ଯ୍ୟନ୍ତ  ଲୋକେ ପିନ୍ଧିବେ ମାସ୍କ୍; ସାମାଜିକ ସମାବେଶ ନିଷେଧ
୯-ଗତକାଲି ରାଜ୍ୟରେ ୪୬୯ ରୁ ୩୧୭ ଜଣ quarantine ରେ ଥିଲେ ଏବଂ ୧୫୨ ଜଣ local contact case
ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦ ରେ ପହଁଚିଲା ଓ
୧୦-ରାଜ୍ୟରେ ଆଉ ୨୯୦ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ୬୨୨୪ ଜଣ ସୁସ୍ଥ ହୋଇଛନ୍ତି ।
୧୧-ୱାଲଡୋମିଟର ତଥ୍ୟ ଅନୁଯାୟୀ, ସଂକ୍ରମଣ କ୍ଷେତ୍ରରେ ଭାରତ କିଛିଦିନ ଚତୁର୍ଥ ସ୍ଥାନରେ ରହିବା ପରେ ରବିବାର ତୃତୀୟ ସ୍ଥାନକୁ ଉଠିଛି।

Leave A Reply

Your email address will not be published.