କେନ୍ଦ୍ରକୁ ରଣେନ୍ଦ୍ରଙ୍କ ଚିଠି

0 228

ଭୁବନେଶ୍ବର,୧୯/୧(ଏସଏସନିୟୁଜ)କେନ୍ଦ୍ରକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠି । ୨ଟି ସମସ୍ୟାର ସମାଧାନ ପାଇଁ ପୀୟୂଷ ଗୋଏଲଙ୍କ ହସ୍ତକ୍ଷେପ ଲୋଡ଼ିଲେ । ଧାନ କିଣା ସବ୍‌ସିଡି ବାବଦକୁ ୬୦୩୯ କୋଟି ଦାବି କଲେ ରଣେନ୍ଦ୍ର । MSP ପ୍ରଦାନ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରାଯାଇଥିବା ସୂଚାଇଲେ।

Leave A Reply

Your email address will not be published.