ଲେଉଟିବ ଶୀତ ,୫ ରୁ ବର୍ଷା

0 314

ଭୁବନେଶ୍ବର:୩/୨(ଏସଏସଏନ) ପୁଣି ଲେଉଟାଣି କରିବ ଶୀତ । ତା ସାଙ୍ଗକୁ ବର୍ଷା ଓ ଘୂର୍ଣିଝଡ । ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ନୟାଗଡ଼, କନ୍ଧମାଳରେ ବର୍ଷା ସମ୍ଭାବନା ରହିଥିବା ବେଳେ  ୩ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।  ୩ ଜିଲ୍ଲା- କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ । ଆଉ  ଆସନ୍ତା  ୮ରୁ ଲେଉଟିବ ଶୀତ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୁଚନା ।

Leave A Reply

Your email address will not be published.