ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ବିଦେଶି ମୁଦ୍ରା,ପୋଲିସ ର ତନାଘନା

0 243

ଭୁବନେଶ୍ବର:୨୬/୨(ଏସଏସଏନ୍)ରାଜଧାନୀ ଉପକଣ୍ଠ
ଭୁବନେଶ୍ୱର ରଘୁନାଥପୁରସ୍ଥିତ CSS ହୋମସ୍ ଆପାର୍ଟମେଂଟରେ ବଡ ଧରଣର  ଡକାୟତି ହୋଇଥିବା ଜଣାପଡିଛି ।

ଘରେ କେହି ନଥିବା ବେଳେ ଦୁର୍ବୁତ୍ତ
ଘରେ ପଶି  ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ୭ ଲଷ ଟଙ୍କା ଓ ବିଦେଶୀ ମୁଦ୍ରା ଲୁଟି ଫେରାର ହୋଇଯାଛନ୍ତି । ଏନେଇ ଲୁଟର ଶିକାର ହୋଇଥିବା ପୁଷ୍କର ଠାକୁର ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ
ନନ୍ଦନକାନନ ଥାନା ପୋଲିସର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଛନଭିନ ଜାରି ରଖିଛି ।

Leave A Reply

Your email address will not be published.