ମମତାଙ୍କ ସହ ତୁଟିଲା ମମତା

ଖବର ଆଜିର,ତାରିଖ ୧୭-୧୨-୨୦ ଗୁରୁବାର

0 354

୧-ଅଧିକ ପରିମାଣର ମଦ ନ ଦେବାରୁ ବାହାଘର ପରେ ବରକୁ ମାରିଦେଲେ ସାଙ୍ଗ ।ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ଗୋଟିଏ ଗାଁରେ ଅଭାବନୀୟ ଘଟଣା ଘଟିଛି।
୨-ସାମ୍ନାକୁ ଆସିଲା‌ ଏସ୍‌ଆଇଟିର ଚାଞ୍ଚଲ୍ୟକର ତଥ୍ୟ, ଦୁଷ୍କର୍ମ ପରେ ପରୀକୁ ହତ୍ୟା! ।
୩-ଜେଇଇ ମେନ ପରୀକ୍ଷା ଫେବୃଆରି ୨୩ରୁ ୨୬, ବର୍ଷକୁ ହେବ ୪ଥର ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
୪-ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ତ୍ବରିତ୍ ସମାଧାନ ଲାଗି କମିଟି ଗଠନ କର ।
୫-ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଅଘଟଣ : ବଗି ଉପରେ ଚଢ଼ି ସେଲ୍‌ଫି ନେବା କାଳ , ଜଳିଗଲା ଟ୍ରେନ ଓ ଜଳିଗଲେ ନାବାଳକ
୬-ନିର୍ବାଚନ ପୂର୍ବରୁ ମମତାଙ୍କ ସହ ମମତା ତୁଟାଇଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ମନ୍ତ୍ରୀ ପଦ ପରେ ଆଜି ବିଧାୟକ ପଦରୁ ଦେଲେ ଇସ୍ତଫା । ୧୯ ରେ ହୋଇପାରନ୍ତି ବିଜେପିରେ ସାମିଲ ।
୭-ତାମିଲନାଡ଼ୁ ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି: ମାସକ ମଧ୍ୟରେ ୨୫ ବଡ଼ ନେତାଙ୍କ ଗସ୍ତ ସୂଚୀ ଚୂଡ଼ାନ୍ତ; ପ୍ରତି ସପ୍ତାହରେ ଜଣେ କେନ୍ଦ୍ରମନ୍ତ୍ରୀ ।
୮-କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ ହେଉଛି ପୁରୀ, ଯାଜପୁର ମେଡିକାଲ କଲେଜ: ଲେଖାଶ୍ରୀ ସାମନ୍ତସିଂହାର ।
୯-ଖୁସିଖବର ! ସ୍ୱଦେଶୀ କରୋନା ଟିକା Covaxin ଭର ଆସିଲା ପ୍ରଥମ କ୍ଲିନିକାଲ ଟ୍ରାୟଲ ରିପୋର୍ଟ, ନାହିଁ ପାର୍ଶ୍ୱପ୍ରତିକ୍ରିୟା ।
୧୦-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ସ୍ଥାୟୀ ୱେଟିଂ ଲିଷ୍ଟ୍‌ରେ ଫନି ପ୍ରଭାବିତକୁ ସାମିଲ କରାଯାଉ।
୧୧-କ୍ୟାବିନେଟ ନିଷ୍ପତ୍ତି, ଆଖୁ ଚାଷୀଙ୍କ ପାଇଁ ୩୫୦୦ କୋଟି ଟଙ୍କା ସହାୟତା ।
୧୨-ଆଜିଠାରୁ ଆରମ୍ଭ ହେବ ଟେଷ୍ଟ ସିରିଜ୍ : ଗୋଲାପୀ ବଲ୍ ସହ ବିଦେଶରେ ଭାରତ ଖେଳିବ ପ୍ରଥମ ଦିବାରାତ୍ର ଟେଷ୍ଟ ।
୧୩-ଫେସ୍‌ବୁକ୍ ଲାଇଭ୍ କରି ନିଦ ବଟିକା‌ ଖାଇ ଆତ୍ମହତ୍ୟା ଉଦ୍ୟମ କ‌ଲେ ମାନବପ୍ରେମୀ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।
୧୪-ଆଜି ଉତକ୍ଷେପଣ ହେବ ୪୨ତମ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧, ଅବଗଣନା ଆରମ୍ଭ ।
୧୫-ଓଡ଼ିଶା-ୱାନ୍’ ସମନ୍ବିତ ଇ-ସର୍ଭିସ୍ ପୋର୍ଟାଲରେ ବିଦ୍ୟୁତ୍ ବିଲ୍ ପୌଠ ସେବା ସାମିଲ୍ ।
୧୬-ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଆସାମ ଗସ୍ତ : ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଓ ଦଳୀୟ ନେତୃବୃନ୍ଦଙ୍କ ସହ ମାରାଥନ ବୈଠକ ।
୧୭-ଜେଲ୍ ଫେରିଲେ ଆକାଶ ପାଠକ, ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ।
୧୮-ଚାଇନା ବିବାଦ: ଟେଲିକମ ଉପକରଣ ବିକ୍ରେତାଙ୍କୁ କଳା ତାଲିକା ଭୁକ୍ତ କରିବ ଭାରତ ।
୧୯-୯୮ କେଜି ଓଜନ କମାଇ ଦର୍ଶକଙ୍କୁ ଚକିତ କଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ।
୨୦-ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‍ରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ
୨୧-ପୁଞ୍ଜି ବଜାରରେ ନୂଆ ରେକର୍ଡ଼ : ସେନସେକ୍ସ ୪୬୬୬୬ ଓ ନିଫ୍ଟି ୧୩୬୮୨.୭ ପଏଣ୍ଟରେ ବନ୍ଦ ।

 

Leave A Reply

Your email address will not be published.