ମସଜିଦରେ ସମୂହ ନମାଜ ପାଠ ନକରିବାକୁ ବିଜେଡି ସାଂସଦ ମୁନା ଖାଁଙ୍କ ନିବେଦନ

0 192

ଖବର ଆଜିର (ତାରିଖ ୧୮/୦୪/୨୦, ଶନିବାର)

୧-ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର:୧୮୦୦୧୦୨୫୧୬୬
୨-ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା।
୩-ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଜଈଓର ଏକଲକ୍ଷ କୋଟି ପ୍ୟାକେଜ୍।ରିଭର୍ସରେପୋ ୨୫ବେସିସ ପଏଣ୍ଟ ହ୍ରାସ।
୪-ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଆସନ୍ତା ୨୦ ଯାଏ ମିଳିବନି ନିସ୍ତାର, ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା।
୫-ରଥଯାତ୍ରା ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଅ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । କହିଲେ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ପାଇଁ ନିଷ୍ପତ୍ତି କରନ୍ତୁ ସରକାର।
୬-ଭୁବନେଶ୍ୱର:୨୦ରୁ ଚାଲିବ ସବୁ ବିଭାଗ,ସବୁ ବିଭାଗର ଗ୍ରୁପ ଏ ଅଧିକାରୀ ଅଫିସ୍ ଆସିବେ।ବି,ସିି ଓ ଡି ଊ କର୍ମଚାରୀଙ୍କ ପାଇଁ ରୋଷ୍ଟର ବ୍ୟବସ୍ଥା।
୭-ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ସହାୟତା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତି ପରିବାରକୁ ମିଳିବ ୫ ହଜାର।
୮-ଆଗକୁ ଆସୁଛି ରମଜାନ ମାସ, ମସଜିଦରେ ସମୂହ ନମାଜ ପାଠ ନକରିବାକୁ ବିଜେଡି ସାଂସଦ ମୁନା ଖାଁଙ୍କ ନିବେଦନ।
୯-ଭୁବନେଶ୍ୱର:ସେବା ଯୋଗାଇପାରିବେ ଓଲା ଓ ଉବେର, କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ।
୧୦-ୟୁଜିସି ପକ୍ଷରୁ ଅଧ୍ୟକ୍ଷ ଓ କୁଳପତିଙ୍କୁ ଚିଠି: ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଜାରି ହେବ ନିୟମାବଳୀ।
୧୧-ଜୟପୁର, (ରାଜସ୍ଥାନ):ଲକ୍ ଡାଉନ୍ରେ ବିଧାୟକଙ୍କ କଟିଲା ଚାଲାଣ, ବଦଳିଲେ ଆଇଏଏସ୍ ଅଧିକାରୀ।
୧୨-୧୯ ଦିନରେ ଆୟକର ବିଭାଗ ଫେରସ୍ତ କରିଛି ୫୫୭୫ କୋଟି ଟଙ୍କା।
୧୩-ଏଆଇସିଟିଇର କଡା ନିର୍ଦ୍ଦେଶ: ଲକଡାଉନ୍ ସମୟରେ ଛାତ୍ର ଛାତ୍ରୀଙ୍କୁ ମାରିପାରିବେ ନାହିଁ ଫି\’ ଓ କର୍ମଚାରୀଙ୍କ ଦରମା କାଟି ପାରିବେ ନାହିଁ ଶିକ୍ଷାନୁଷ୍ଠାନ।

Leave A Reply

Your email address will not be published.