ମିଳିଲା ନୋଟିସ ,ଆରମ୍ଭ ହେବ ଶ୍ରୀସେତୁ

0 224

ଭୁବନେଶ୍ୱର,୧୬/୧୨(ଏସ୍ଏସ୍ ନିଉଜ) ଆରମ୍ଭ ହେବାକୁ ଯାଉଛି ଶ୍ରୀସେତୁ । ବିସ୍ଥାପିତଙ୍କୁ ମିଳିଛି ନୋଟିସ । ଆରମ୍ଭ ହୋଇଯାଇଛି ସର୍ବେକ୍ଷଣ ।ଏହି ଶ୍ରୀସେତୁ ନିର୍ମାଣ ହେଲେ ପୁରୀ ସହର ମଧ୍ୟରେ ପଶିବାକୁ ପଡିବ ନାହିଁ । ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥବଲ୍ଲଭମଠ ପାଖରେ ପହଁଚିହେବ ।ଏଥିପାଇଁ ୩୭ଏକର୯୮୪ଡିସିମିଲି ଜାଗା ଆବଶ୍ୟକତା ପଡୁଥିବାବେଲେ୧୯୦କୋଟିର ବ୍ୟୟଅଟକଳ ରାଜ୍ୟସରକାର କରିଛନ୍ତିି ।ପୁରୀ ତହସିଲର ୪ଟି ମୌଜା ସମଙ୍ଗ,ମାଟତୋଟା,ମାର୍କେଣ୍ଡେଶ୍ୱରସାହି-୧,ଦାଣ୍ଡମଲ ସାହିରୁ ହେବ ଜମି ଅଧିଗ୍ରହଣ ।ପୁରୀର ବିକାଶ ପାଇଁ ରାଜ୍ୟସରକାର ୫୦୦କୋଟିର ବ୍ୟୟଅଟକଳ କରିଛନ୍ତି । ଏହି ଯୋଜନା ମଧ୍ୟରେ ରହିଛି ଶ୍ରୀସେତୁ ।

Leave A Reply

Your email address will not be published.