ମୋ ବସ ରେ ଧୁଁଆ

0 404

ଭୁବନେଶ୍ବର:୧୫/୧୨-(ଏସ ଏସ ଏନ) ମୋ ବସ ରୁ ବାହାରୁଛି ଧୁଁଆ । ଯାହାକୁ ନେଇ ଭୟବିତ ଅବସ୍ଥାରେ ଯାତ୍ରି । ଘଟଣା ଘଟିଛି ବାରଙ୍ଗ ତ୍ରିଶୁଳିଆ ଟ୍ରାଫିକ ଛକରେ । ପ୍ରକାଶ ଯେ , ଭୁବନେଶ୍ବର ରୁ କଟକ ଅଭିମୁଖେ OD33V4568ନମ୍ବର ମୋ ବସ(ଏସି)  ୭.୩୦ ସମୟରେ ଯାଉଥିବା ସମୟରେ ତ୍ରିଶୁଳିଆ ଟ୍ରାଫିକ ଛକ ଠାରେ ଅଚାନକ ଗାଡିରୁ ଧୁଁଆ ବାହାରିଥିଲା । ଗାଡି ଚାଳକ କାଳ ବିଳମ୍ବ ନ କରି ଗାଡି କୁ ଠିଆ କରି ଯାତ୍ରି ମାନଙ୍କୁ ଓହ୍ଲାଇ ଦେଇଥିଲା । ଯାତ୍ରିମାନଙ୍କର କୈାଣସି କ୍ଷତି ହୋଇନଥିବା ବେଳେ ବସ୍ ରେ ଧୁଁଆ ଛଡା ନିଆଁ ଲାଗିନଥିଲା ଜଣାପଡିଛି ।

Leave A Reply

Your email address will not be published.