ନିର୍ବାଚନ କମିଶନର ହେଲେ ରାଜୀବ କୁମାର

0 675

ନୂଆଦିଲ୍ଲୀ,୨୨/୮ (ଏସ ଏସ ନିୟୁଜ ) ନିର୍ବାଚନ କମିଶନର ହେଲେ ରାଜୀବ କୁମାର ।ସେ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ଥିଲେ ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିବା ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଶୋକ ଲାଭାସାଙ୍କଠାରୁ ଆସନ୍ତା ୩୧ ତାରିଖରେ ରାଜୀବ କୁମାର ଦାୟିତ୍ୱ ଗ୍ରହଣ କରିବେ।

Leave A Reply

Your email address will not be published.