ନୂଆ ବର୍ଷ ପାଇଁ ନାଇଟ କର୍ଫୁ

0 509

ଭୁବନେଶ୍ୱର,୩୧/୧୨(ଏସ ଏସ ନିୟୁଜ)ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଛି ପୁଣି କରୋନା କଟକଣା। ଜିରୋନାଇଟ ଭିଡି ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତିରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି,ଏହି ସମୟରେ କେବଳ  ହୋଇପାରିବ ଜରୁରୀକାଳୀନ ସାମଗ୍ରୀର ପରିବହନ ,କରୋନା ସ୍ଥିତିକୁ ଦେଖି  କମି ସିନେରେଟଟ ପୋଲିସ ପକ୍ଷରୁ ଏହି କଟକଣା କରାଯାଇଛି, ଆ ଜି ଆସନ୍ତା ୧୦ଟାରୁ କଲି  ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ କରା ଜିିଵ ବୋଲି କହିଛନ୍ତି ପୋଲିସ  କମିସନର ,

Leave A Reply

Your email address will not be published.