ନୁଆବର୍ଷରେ ନୁଆକାମ…

0 263

ଚୈାଦ୍ୱାର,୯/୧(ଏସଏସନିୟୁଜ)ନୁଆବର୍ଷରେ ନୁଆ କଲେ । ଅସହାୟଙ୍କ ମୁହଁରେ ଟିକେ ହସ ଫୁଟାଇବାର ପ୍ରୟାସ କରିଥିଲେ ।ନୁଆବର୍ଷକୁ ସେ ଗରିବ ଲୋକମାନଙ୍କ ଗହଣରେ କଟାଇଛନ୍ତି । ସେ ହେଉଛନ୍ତି ପ୍ରମୋଦ ନାୟକ ଓରଫ ବୁଲୁଭାଇ । ବୁଲୁଭାଇଙ୍କ ନିଶା ହେଲା ଅସୁବିଧାରେ ପଡିଥିବା ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ଯତ୍‌କିଂଚିତ

ସହାର୍ଯ୍ୟସାହାର୍ଯ୍ୟ କରିଆସୁଥିବା ବୁଲୁଭାଇ ଏଥର ନୁଆବର୍ଷରେ କମ୍ବଳ ବାଂଟି ବେଶ ଚର୍ଚ୍ଚାରେ ରହିଛନ୍ତି ମଙ୍ଗରାଜପୁର ପଂଚାୟତର ରାମଚନ୍ଦ୍ରପୁର ,କୋଚିଲାନୁଆଗାଁ ଗ୍ରାମରେ ଅସହାୟ ଲୋକମାନଙ୍କୁ କମ୍ବଳ ବାଂଟିଛନ୍ତି । ଏହି କାର୍ଯ୍ୟକ୍ରମରେ ସନାତନ ହେରସା,ରାମସିଂହ,ଉଦୟ ବିରୁଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.