ଓଡିଶା ଆସିବେ ଉପରାଷ୍ଟ୍ରପତି

0 846

ଭୁବନେଶ୍ବର:୧୫/୧୧- ଓଡିଶା ଆସିବେ ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ।ଏନେଇ ଆଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ।ନିଜ ଟ୍ବିଟ୍ ରେ ଜଣାଇଛନ୍ତି ଡିସେମ୍ବର ମାସ ୨୭ ତାରିଖରେ ହେବାକୁ ଥିବା   ବଲାଙ୍ଗୀରର ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ କାର୍ୟ୍ୟକ୍ରମରେ ସକାଳ ୧୦.୪୫ ସମୟରେ ଯୋଗଦେବେ ଉପରାଷ୍ଟପତି।

Leave A Reply

Your email address will not be published.