ଓଜେଇଇ ଆରମ୍ଭ ସେପ୍ଟେମ୍ବର ୯ରୁ

0 267

ଭୁବନେଶ୍ୱର,୧୧/୮ (ଏସ ଏସ ନିୟୁଜ ) ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଏ ନେଇ ୧୬ ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କଲେଜର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଛନ୍ତି ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ।କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରଥମ କରି ଓଜେଇଇ କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ ହେବ।ଓଜେଇଇ ଓ ଟିସିଏସର ଅଧିକାରୀ ଏସବୁ କଲେଜ ପରିଦର୍ଶନ କରି ଓଜେଇଇ ପରୀକ୍ଷା କେନ୍ଦ୍ର ଚୟନ କରିବେ।ଯେଉଁମାନେ ଜେଇଇ ମେନ୍ ଦେଇ ନ ଥିବେ ସେମାନେ ଏହି ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇପାରିବେ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

Leave A Reply

Your email address will not be published.