ପରଲୋକରେ ଇରଫାନ୍ ଖାନ୍‌

0 253

ଭୁବନେଶ୍ୱର,୨୯/୪(ଏସଏସନିୟୁଜ)ବଲିଉଡ୍ ଅଭିନେତା ଇର୍‌ଫାନ ଖାନଙ୍କ ୫୩ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇ କୋକିଲାବିନ୍ ଧୀରୁଭାଇ ଅମ୍ବାନି ହସସ୍ପିଟାଲରେ ସେ ଚିକିସ୍‌।ଧିନ ଥିଲେ । ପେଟରେ ସଂକ୍ରମଣ ପରେ କାଲି ଆଇସିୟୁରେ ଭର୍ତି ହୋଇଥିଲେ । ୨୦୧୮ରୁ କ୍ୟାନସରରେ ପିଡିତ ଥିଲେ । ନିକଟରେ ଇରଫାନଙ୍କ ଅଂଗ୍ରେଜୀ ଫିଲ୍ମୀ ରିଲିଜ ହୋଇଥିଲା । ଇରଫାନ ଙ୍କ ପରଲୋକରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.