ପୋଲିସ ଫେରାଉ ଜବତ ଗାଡି -ହାଇକୋର୍ଟ

0 259

ଭୁବନେଶ୍ୱର,୯/୪(ଏସ୍‌ଏସ୍‌ନିୟୁଜ)ତାଲାବନ୍ଦ ବେଳେ ଗାଡି ଜବତ କରିପାରିବନି ପୋଲିସ ।ଅଣ୍ଡରଟେକିଂଲେଖି ତୁରନ୍ତ ଜବତ ଗାଡିକୁ ଫେରାଉ ପୋଲିସ । ଲକ୍‌ଡାଉନ ବେଳେ ମାନବିକତା ନଭୁଲିଯାଉ ପୋଲିସ । ପାଦଚଲା ଦୁରତା ମଧ୍ୟରେ ଜରୁରୀ ସମାଗ୍ରୀ ଉପଲବ୍ଧ ସବୁଠାରେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଲକ୍‌ଡାଉନ ସମୟରେ ସିଜ୍ ହୋଇଥିବା ଗାଡିକୁ ଲୋକଙ୍କଠାରୁ ଅଣ୍ଡରଟେକିଂ ନେଇ ଗାଡି ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାର ସୁଚନା ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ପାଦଚଲା ଦୁରତ୍ୱ ମଧ୍ୟରେ ଲୋକଙ୍କ ଆବଶ୍ୟକତା ସାମଗ୍ରୀ ପାଉନାହାନ୍ତି । ସେଥିପାଇଁ ଯେପର୍ଯ୍ୟନ୍ତ ଘରପାଖରେ ଜିନିଷ ନମିଳିଛି ସେପର୍ଯ୍ୟନ୍ତ ସେମାନଙ୍କୁ ହଇରାଣ ନକରାଯାଉ ବୋଲି କହିଛନ୍ତି ।

Leave A Reply

Your email address will not be published.