ପ୍ରଥମରୁ ଅଷ୍ଟମ ସମସ୍ତ ଛାତ୍ରଛାତ୍ରୀ ପାସ୍

0 245

ଭୁବନେଶ୍ୱର,୧୫/୫(ଏସଏସନିୟୁଜ)କରୋନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍କୁଲ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ ଗଣଶିକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ଶ୍ରେଣୀର ପିଲାଙ୍କୁ ପାସ୍ କରି ଦିଆଯାଇଛି ।ତେବେ ନବମ ଶ୍ରେଣୀର ପିଲାମାନଙ୍କୁ ସର୍ତମୁଳକ ଭାବେ ଦଶମ ଶ୍ରେଣୀକୁ ଉତିର୍ଣ କରାଯିବ ।

Leave A Reply

Your email address will not be published.