ପୁଣି ୩କରୋନା ଆକ୍ରାନ୍ତ ଚିହ୍ନଟ

0 236

ଭୁବନେଶ୍ୱର,୫/୫(ଏସଏସନିୟୁଜ) ୩ଜଣ କରୋନା ଆକ୍ରାନ୍ତ ପୁଣି ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ବାଲେଶ୍ୱର ଜିଲ୍ଲାର ୨ଜଣ ହୋଇଥିବାବେଳେ କଟକଜିଲ୍ଲାର ଜଣେ ରହିଛନ୍ତି । ବାଲେଶ୍ୱରରେ ଏମାନଙ୍କ ସଂଖ୍ୟା ୨୩ରେ ପହଁଚିଛି । କଟକ ଜିଲ୍ଲାର ତିଗିରିଆ ଅଂଚଳର ଚିହ୍ନଟ ହୋଇଥିବା ଏହି ୩୪ବର୍ଷିୟ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜଣାପଡିଥିବାବେଳେ ବାଲେଶ୍ୱରର ୫୯ବର୍ଷର ମହିଳା ଓ ୨୬ବର୍ଷର ଯୁବକ ଉଭୟ ପଶ୍ଚିମବଙ୍ଗ ପେରନ୍ତା ବୋଲି ଜଣାପଡିଛି ।

Leave A Reply

Your email address will not be published.