ପୁୁଣି ଚର୍ଚ୍ଚାରେ ଞାନମିଶ୍ର,ଜବତକଲେ ବଳକା ସାମଗ୍ରୀ

0 604

ବାରଙ୍ଗ,୧୭/୧୧(ଏସ୍‌ଏସ୍‌ନିୟୁଜ)ପୁଣି ଚର୍ଚ୍ଚାକୁ ଆସିଲେ ଞାନରଞନଞନମିଶ୍ର । ଞାନରଞନମିଶ୍ର ହେଉଛନ୍ତି କଟକଜିଲ୍ଲା ଯୋଗାଣଅଧିକାରୀ । କଳାବଜାରୀ ରୋକିବା ସହ ଏଥିରେ ସମ୍ପୃକ୍ତ ଥିବା ବ୍ୟବସାୟୀମାନଙ୍କୁ ସାବାଡ କରି ବେଶ ଚର୍ଚ୍ଚାରେ ପ୍ରାୟସମୟରେ ରହିଆସୁଥିବାବେଳେ ଆଜି କଟକ ଉପକଣ୍ଠ ଦାଢାପାଟଣାରେ ଜଣେ ଡିଲରଙ୍କ ପାଖରୁ ବଳକା ସମାଗ୍ରୀ ଜବତ କରି ପୁଣି ଚର୍ଚ୍ଚାକୁ ଆସିବା ସହ ବାରଙ୍ଗ ବ୍ଲକରେ ଥିବା ଡିଲରମାନଙ୍କ ମନରେ ଛନକା ପୁରାଇଦେଇଛନ୍ତି ।
କଟକଜିଲ୍ଲା ଯୋଗାଣ ବିଭାଗ ମଙ୍ଗଳବାର ଦିନ ବାରଙ୍ଗବ୍ଲକର ଦାଢାପାଟଣାଗ୍ରାମର କଂଟ୍ରୋଲଡିଲର ଙ୍କ ଗୋଦାମଘରୁ ୨୫ପ୍ୟାକେଟ ଗହମ, ୧୦ ପ୍ୟାକେଟ ଚାଉଳ,୧୨ଶହ ଲିଟର କିରୋସିନ,୨ପ୍ୟାକେଟ ଡାଲିକୁ ଜବତ କରିଛନ୍ତି । କୈାଣସି ସୁତ୍ରରୁ ଖବର ପାଇଁ କଟକଜିଲ୍ଲା ଯୋଗାଣଅଧିକାରୀ ଞାନରଞନ ମିଶ୍ର ଦାଢାପାଟଣା କଂଟ୍ରୋଲ ଡିଲର ଲକ୍ଷ୍ମୀପ୍ରିୟା ବେହାରଙ୍କ ଗୋଦାମ ଘର ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ କଂଟ୍ରୋଲସାମଗ୍ରୀ ସବୁ ଚଳିତମାସର ପ୍ରଦାନ କରାଯାଇଥିବାବେଳେ ଓଜନ ମେସିନ ଶୁନ୍ୟ ରେ ରହିଥିବାର ଦେଖିଥିଲେ ।କିନ୍ତୁ ଗୋଦାମ ଘରେ ବଳକା ରହି ଗଛିତ ଥିବା ସାମଗ୍ରୀସବୁର ପକୃତ ତଥ୍ୟ ଡିଲର ଯୋଗାଣ ଅଧିକାରୀଙ୍କୁ ଦେଖାଇପାରିନଥିବାରୁ ସାମଗ୍ରୀଗୁଡିକୁ ଜବତ କରିବା ସହ ଡିଲରଙ୍କନାମରେ ଅତ୍ୟାବଶ୍ୟକ ଯୋଗାଣଆଇନ ଧାରାର ୭ଅନୁସାରେ ଏକ କେଶରୁଜୁ କରାଯାଇଥିବାର ଞାନରଞନ ମିଶ୍ର କହିଛନ୍ତି ।ଏହି ଚଢାଉରେ ବାରଙ୍ଗବ୍ଲକ ଯୋଗାଣଅଧିକାରୀ ମଧୁସ୍ମିତା ମାଝୀ ସାମିଲ ଥିଲେ ।

 

Leave A Reply

Your email address will not be published.