ପୁଣିଥରେ ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ

0 244

ଖବର ଆଜି ସକାଳର ତାରିଖ ୧୧/୦୬/୨୦, ଗୁରୁବାର
୧-କରୋନା ଲଢେଇର ଶୁଭ ଖବର- ସକ୍ରିୟଙ୍କୁ ଟପିଲା ଆରୋଗ୍ୟଙ୍କ ସଂଖ୍ୟା ।ମୋଟ ଆକ୍ରାନ୍ତଙ୍କସଂଖ୍ୟା ୩୨୫୦ଥିବାବେଳେ ସୁସ୍ଥହେଲେଣି ୨୨୮୨ ।
୨-ଘରକୁଘରବୁଲି ପରିସ୍ଥିତି ପର୍ଯ୍ୟବେକ୍ଷଣପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।ଯକ୍ଷ୍ମା,ମଲେରିଆ ଓ ଡାଇରିଆ ସ୍ଥିତିବି ଦେଖିବେ ।
୩-ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ।କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାସ ।ଜୁଲାଇ,ଅଗଷ୍ଟରେ ସରୁଥିବା କୁଳପତିଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି ।
୪-ବଙ୍ଗୋପସାଗରରେ ଲଘୁଚାପ-ଜୁନ୧୨ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳବର୍ଷାର ସମ୍ଭାବନା ।
୫-ଶ୍ରୀମନ୍ଦରିର ସେବାୟତକୁ ମିଳିବା ଦ୍ୱିତୀୟ କିସ୍ତୀ-ଦ୍ୱିତୀୟପର୍ଯ୍ୟାୟରେ ୫ହଜାରେଟଙ୍କା ଓ ସ୍ୱତନ୍ତ୍ର ମାସ୍କା
୬-ଛାତ୍ରଛାତ୍ରୀଙ୍କ ପାଇଁ ଘରେଥାଇ ପଢିବାର ସୁଯୋଗ ସୃଷ୍ଟିକଲା କିସ୍ ,ଆରମ୍ଭ ହେଲା ଟେଲି ଇ-ଲର୍ଣିଂ କ୍ଲାସ । ଇ-ଲର୍ଣିଂ କ୍ଲାସ କାର୍ଯ୍ୟକ୍ରମରେ ପ୍ରତେକଦିନ ସାଢେ୧୦ଟାରେ କଳିଙ୍ଗଟିଭିରେ ଅଧଘଂଟା ଲେଖାଁ ଶିକ୍ଷାଦାନ ପ୍ରସାରଣ କରାଯିବ ।
୭-କୋଭିଡ ଲଢେଇରେ ସ୍‌ାସ୍ଥ୍ୟକର୍ମୀ ସେନାପତି,ବ୍ୟକ୍ତିଗତ ସୁରକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
୮-ପୁଣିଥରେ ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ,ଆଜିଠୁ ସ୍ଲଟ ବୁକିଂ ଆରମ୍ଭ ।
୯-ଓଡିଶା ଫେରିବେ ଅଭିନେତା ବିଜୟମହାନ୍ତି ।ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଆଣି କରିବେ ଚିକିସ୍‌ା ।
୧୦-ଭିଜିଲାନ୍ସ ଜାଲରେ ପାଟଣାଗଡ କେନ୍ଦୁଲିଫ ଡିଏଫଓ ,୧ଲକ୍ଷ୬୬ହଜାରେ ଟଙ୍କା ପିସି ନେଲାବେଳେ ହେଲେ ଗିରଫ ।
୧୧-ହଂକଂରୁ ନିରବ-ମୋହୁଳଙ୍କ ୧୩୫୦କୋଟି ଟଙ୍କାର ହୀରା ଜବତକଲା ପ୍ରବର୍ତନ ନିର୍ଦ୍ଦେଶାଳୟ ।
୧୨-ନ୍ୟୁଜିଲାଣ୍ଡ ଆଇଲ ମ୍ୟାନ ଅଫ ଦି ମ୍ୟାନ,ମୋଟେଂନିଗ୍ରୋ,ଫେରୋଆଇଲାଣ୍ଡ,ତ୍ରିନିଦାଦା ଓ ଟବାଗୋ, ଅରୁବା ,ଫ୍ରେଂଚପଲିନେସିଆ,ମାକାଓ,ଏରିତ୍ରୀ,ତିମୋର-ଲେଷ୍ଟେ,ନ୍ୟୁ କାଲେଡୋନିଆ, ଲାଓସ, ଫିଜି, ସେଂଟ କିଟସ ଆଦି ୨୬ଟି ଦେଶ କରୋନା ମୁକ୍ତ ।

Leave A Reply

Your email address will not be published.