ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ

0 231

ଖବର ଆଜିର .ତା- ୨୭/୦୪/୨୦୨୦, ସୋମବାର
୧-ବଦଳିଲା ପରମ୍ପରା, ବଦଳିଲା ଇତିହାସ : ପୁଷ୍କରିଣୀ ଛାଡ଼ି କୁଣ୍ଡରେ ଚାପ ଖେଳିଲେ ମହାପ୍ରଭୁ।
୨-ଲକଡାଉନ୍ ପରିସ୍ଥିତି ସମ୍ପର୍କରେ ଆଜି ନବୀନ ଓ ୮ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଆଲୋଚନା।
୩-ତିନି ଜିଲ୍ଲାରୁ ହଟିଲା ସଟଡାଉନ୍, ଜାରି ରହିବ ଲକଡାଉନ୍, ଭୁବନେଶ୍ୱରରେ କୋହଳ ହେବନି କଟକଣା।
୪-ତିରିଶ ତାରିଖରୁ ଲଘୁଚାପ,ସପ୍ତାହେ ବର୍ଷିବ,କାଳବୈଶାଖୀ ପ୍ରଭାବ ଆହୁରି ୪୮ ଘଣ୍ଟା।
୫-ସରକାରଙ୍କର ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରସ୍ତୁତି:୨୨ଜଣ ବରିଷ୍ଠ IAS  ଅଫିସରଙ୍କୁ ବିଭିନ୍ନ ଜିଲ୍ଲାର ପର‌୍ୟ୍ୟବେକ୍ଷକ ନିଯୁକ୍ତି।
୬-ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କର ଦେହାନ୍ତ।
୭-ମେ ଦ୍ବିତୀୟ ସପ୍ତାହରୁ ମାଟ୍ରିକ ଖାତା ଦେଖା,ଜୁନ ୨୦ ସୁଦ୍ଧା ଫଳ ପ୍ରକାଶ ଲକ୍ଷ୍ୟ।
୮-ନୟାଗଡ଼:କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ।ଞ୍ଚ
୯-ଓଡ଼ିଶାରେ ପହଞ୍ଚିଲେ ଜଷ୍ଟିସ ମହମ୍ମଦ ରଫିକ୍, ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।
୧୦-ଛତ୍ରପୁର:ସମୁଦ୍ର ପଥରେ ଚେନ୍ନାଇରୁ ଫେରୁଛି ଆଉ ଦୁଇ ଡଙ୍ଗା,୪୦ ଶ୍ରମିକ ରହିଥିବା ସୂଚନା।
୧୧-ବେଆଇନ ଡଙ୍ଗା ଚାଲାଣ ଓ ରାଜ୍ୟରେ ଅନୁପ୍ରବେଶ ନେଇ ରାଜ୍ୟ ସରକାରଙ୍କ ଚେତାବନୀ: ଅନ୍ୟ ରାଜ୍ୟରୁ ଲୋକଙ୍କୁ ଆଣିଲେ ନିଆଯିବ କାୟ୍ୟାନୁଷ୍ଠାନ।
୧୨-ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CM କ ସହ କଥା ହେଲେ ନବୀନ।
୧୩-ତାଲା ବନ୍ଦ ଭିତରେ ୫୯୩ଟି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି।
୧୪-ଭାରତର ପ୍ରମୁଖ ଔଷଧ କମ୍ପାନୀ ସିରମ Instiute of  India  ତିନି ସପ୍ତାହ ମଧ୍ୟରେ କୋଭିଡ ଔଷଧ ପରୀକ୍ଷା କରିବ।

Leave A Reply

Your email address will not be published.