ରାଜ୍ୟ ପାଇଁ ଖୁସି ଖବର:କରୋନା ରେ ଆକ୍ରାନ୍ତ ୬୧ ରୁ ୨୪ ସୁସ୍ଥ

0 432

ଭୁବନେଶ୍ବର :୧୮/୪(ଏସଏସଏନ୍) ରାଜ୍ୟ ପାଇଁ ଖୁସି ଖବର । କରୋଣା ଆକ୍ରାନ୍ତ ହୋଇଥିବା ୬୧ ଜଣ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସନିବାର  ରାଜ୍ୟରେ ଆଉ ୩ ଜଣ କରୋନା ରୋଗୀ  ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଏହାସହିତ ଓଡ଼ିଶାରେ  ମୋଟ ସୁସ୍ଥ ସଂଖ୍ୟା ୨୪ରେ ପହଞ୍ଚିଛି। ସମସ୍ଥ ୩ଜଣ ସୁସ୍ଥ ବ୍ୟକ୍ତି ଭୁବନେଶ୍ବରର ହୋଇଥିବା ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.