ରାମ ନାମରେ କମ୍ପିଲା ବାରଙ୍ଗ ବଜାର

0 272

ବାରଙ୍ଗ , ୫/୮(ଏସ୍‌ଏସ୍‌ନିୟୂଜ )ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ଭୂମି ପୂଜନ ର ଶୁଭକାମନା କରି ବାରଙ୍ଗ ଷ୍ଟେସନ ବଜାର ରେ ଦାଢାପାଟଣା ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତିସଭ୍ୟ ଦିପକ ସ୍ବାଇଁ ଙ୍କ ନେତୃତ୍ବରେ କଳସ ସ୍ଥାପନ ଓ ଅଖଣ୍ଡ ଦୀପ ପ୍ରଜୋଳନ କ।ର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ଷ୍ଟେସନ ବଜାରର ସଭାପତି ପ୍ରଦିପ ବେଉରା, ସମ୍ପାଦକ ପ୍ରହଲାଦ ମହାନ୍ତି ଙ୍କ ସହିତ ସମସ୍ତ ସଦସ୍ୟ ମାନେ  ଯାଗ ଦେଇଥିଲେ। ଆଧାତ୍ମିକ ପରିବେଶ ସୃଷ୍ଟିସହ ରାମ ନାମରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲ। |

 

 

Leave A Reply

Your email address will not be published.