ମହିଳା ଓ ପ୍ରେମିକଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

0 281

ଭୁବନେଶ୍ବର:୨/୧୨-   ରାଉରକେଲା ବ୍ରାହ୍ମଣୀତରଙ୍ଗ ଅଞ୍ଚଳରେ କଙ୍ଗାରୁକୋର୍ଟ । ଏହି ଭିଡିଓ ଏବେ ଭାଇରାଲ୍ ହେବାର ଲାଗିଛି ।   ଜଣେ ବିବାହିତ ମହିଳା ଓ ତାର ପ୍ରେମିକକୁ ଧରି ଦୁଇ ଜଣକ ହାତ ବାନ୍ଧି ମହିଳାଙ୍କ ଶ୍ବଶୁର ଘରଲୋକେ ନିସ୍ତୁକ ମାଡ଼ ମାରିବା ଭିଡିଓ  ଏବେ ଭାଇରାଲ ହେବାରେ ଲାଗିଛି  । ନିଜର ଜୀବନ ପ୍ରତି ବିପଦ ଆଶଙ୍କା କରି ମହିଳା ଓ ପ୍ରେମିକ  ରାଉଲକେଲା  ଏସପି ନିକଟରେ ଫେରାଦ ହୋଇଥିବା ଜଣାପଡିଛି ।

 

 

 

 

 

Leave A Reply

Your email address will not be published.