ସଫଳ ଚାଷୀ ଜୟନାରାୟଣ ହେଲେ ସମ୍ମାନୀତ

0 276

ମେଣ୍ଢାଶାଳ,୨୬/୧(ଏସଏସନିୟୁଜ) ଭୁବନେଶ୍ୱରବ୍ଲକର ସଫଳ ମସ୍ର‌୍ୟଚାଷୀ ଜୟନାରାୟଣମିଶ୍ରଙ୍କୁ ସମ୍ମାନୀତ ହେଲେ । ଖୋର୍ଦ୍ଧାଜିଲ୍ଲାମସ୍ୟଅଧିକାରୀ ଜଗଦିଶଚନ୍ଦ୍ରପଣ୍ଡା ତାଙ୍କୁ ଜନତା ମଇଦାନରେ ଏହି ସମ୍ମାନ ଦେଇଛନ୍ତି ।ରାଜ୍ୟର ବିଭିର୍ଣ ଆଡୁ ଆସିଥିବା ଚାଷୀମାନଙ୍କ ମଧ୍ୟରେ ଜୟନାରାୟଣକୁ ବଛା ଯାଇଥିବାରୁ ଭୁବନେଶ୍ୱର ବ୍ଲକ ପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ଜୟନାରାୟଣ କହିଛନ୍ତି । କୃଷି ଓଡିଶା ସମାରୋହର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥାଏ ।୨୦ରୁ୨୪ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ୫ଦିନ ବ୍ୟାପୀ ଚାଲିଥିବା ଏହି ସମାରୋହରେ କୃଷିଉପ୍ତାଦିତ ସାମଗ୍ରୀ ଓ ଓ ବିଭିର୍ଣ କୃଷି ଜନ୍ତପାତିକୁ ନେଇ ବିଭିର୍ଣ ଷ୍ଟଲମାନ ଖେଲାଯାଇଥିଲା । ରାଜ୍ୟର ବିଭିର୍ଣ ଜି୍‌ଲାରୁ ଚାଷୀମାନେ ଏଥିରେ ଯୋଗଦେଇଥିଲେ । କୃଷିଓଡିଶା-୨୦୨୦ ତରଫରୁ ଭୁବନେଶ୍ୱର ବ୍ଲକର ସଫଳ ମସ୍ୟଚାଷୀଭାବେ ଜୟନାରାୟଣମିଶ୍ର ଙ୍କୁ ସମ୍ମାନୀତ କରିଛନ୍ତି ଖୋର୍ଦ୍ଧାଜିଲ୍ଲାମସ୍ୟଅଧିକାରୀ ଜଗଦିଶଚନ୍ଦ୍ରପଣ୍ଡା । ମେଣ୍ଢାଶାଳ ଗ୍ରାମର ଜୟନାରାୟଣ ମସ୍ର‌୍ୟଚାଷ କ୍ଷେତ୍ରରେ ଚାଷୀମାନଙ୍କ ମଧ୍ୟରେ ସଚେତନ ସୃଷ୍ଟିକରିବା ସହ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବାର ଜଣାପଡିଛି । ତେବେ ଜୟନାରାୟଣମିଶ୍ର ଶ୍ରେଷ୍ଠ ଚାଷୀଭାବେ ସମ୍ମାନୀତ ହେବାପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.