ସରିଲା ବାର୍ଷିକକ୍ରିଡା,ମନୋଜ ଓ ସାକ ହେଲେ ଚମ୍ପିୟାନ

0 472

ବାରଙ୍ଗ,୧୨/୧(ଏସଏସନିଉଜ) ବାରଙ୍ଗକୁଞବିହାରୀମହାବିଦ୍ୟାଳୟରେ ଦୁଇଦିନଧରି ଚାଲିଥିବା ବାର୍ଷିକକ୍ରିଡା ରବିବାରଦିନ ଉଦଯାପିତ ହୋଇଯାଇଛି ।କଲେଜର ଅଧକ୍ଷ ପ୍ରଫେସର ବିମଳଚରଣଦାସ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ବିଭିର୍ଣବର୍ଗରେ ୪ଟି ଇଭେଂଟରେ ପ୍ରତିଯୋଗୀତା ହୋଇଥିଲା ।ଉଦଯାପନିଉସବରେ କ୍ରିଡାସଂସଦର ଉପସଭାପତି ଡ.ସ୍ରୁ୍ଯ୍ୟକାନ୍ତପଣ୍ଡା ସଭାପତିତ୍ୱ କରିଥିଲେ ।କଲେଜର ଅଧକ୍ଷ ପ୍ରଫେସର ବିମଳଚରଣଦାସ ଅତିଥିଭାବେ ଯୋଗଦାନ କରି ବିଭିର୍ଣବର୍ଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ ।ଚଳିତବର୍ଷର ବାଳକବିଭାଗରେ ମନୋଜକୁମାରଭୋଇ ଓ ବାଳିକାବିଭାଗରେ ସାକ ହେମ୍ରମ ଚମ୍ପିୟାନ ହୋଇଥିଲେ ।

କ୍ରିଡା ଅଧ୍ୟାପକ ପ୍ରବୀରକୁମାର ମହାନ୍ତିଙ୍କ ସହ ଅଧ୍ୟାପକ କିଶୋରଚନ୍ଦ୍ରସାହୁ, ପ୍ରମୋଦଦାସ, ସୁଦର୍ଶନମହାପାତ୍ର, ଶିବପ୍ରସାଦସେନାପତି,ପ୍ରକାସ ପ୍ରଧାନ,ରୁତୁକାନ୍ତପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ କ୍ରିଡାସଂସଦର ସଦସ୍ୟ ଅଧ୍ୟାପକ ବଟକୃଷ୍ନବେହୋର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.