ଟେକ୍ସଟାଇଲ ସୋ ରୁମରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା,୩ା୧(ଏସଏସନିଉଜ) ଜଟଣୀର ଗୋଲେଇ ମାର୍କେଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଏକ ଟେକ୍ସଟାଇଲ ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି । ୩ଟି ଦମକଳ ଲାଗି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି ।

- Advertisement -

Leave A Reply

Your email address will not be published.