ଠକୁଛି ଚୀନ ମୋବାଇଲ କମ୍ପାନୀ

0 227

ଖବର ଆଜି ସକାଳର ,ତା,୬-୬-୨୦ସକାଳର(ଶନିବାର)
୧-ସୁବ୍ରୋତୋ ବାଗ୍ଚୀଖ ଓ ସୁସ୍ମିତା ବାଗ୍ଚୀଲଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଦାନ।
୨-୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି, ଜୁଲାଇ ୨୦ ସୁଦ୍ଧା ନାମଲେଖା ସାରିବାକୁ ନିର୍ଦ୍ଦେଶ।
୩-କରୋନା ପ୍ରଭାବ: ବର୍ଷକ ପାଇଁ ଦେଶରେ ଲାଗୁ ହେବ ନାହିଁ କୌଣସି ନୂଆ ଯୋଜନା।
୪-କିଟ୍ ଓ କିସ୍ ପକ୍ଷରୁ ପାଳିତ ହେଲା ବିଶ୍ୱ ପରିବେଶ ଦିବସ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କଲେ ବୃକ୍ଷ ରୋପଣ, ଯୁବପିଢିଙ୍କୁ ଦେଲେ ଆହ୍ବାନ।
୫-ସପ୍ତାହରେ ୫ ଦିନ ଗଡ଼ିବ ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍।
୬-ବିଏମସି ଲଞ୍ଚ କଲା ‘ସଚେତକ’ ନାମକ ଏକ ଆପ୍, ରାଜଧାନୀରେ ରୋଗଗ୍ରସ୍ତ ଥିବା ବ୍ୟକ୍ତି ଓ ବୃଦ୍ଧମାନଙ୍କର ଯତ୍ନ ନେବାପାଇଁ ହେବ ସହାୟକ।
୭-ସଟଡାଉନରେ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିତା ଜାରି: ଅତି ଜରୁରୀ ଥିଲେ ଯାତ୍ରା କରିବାକୁ ମିଳିବ ଅନୁମତି; ଔଷଧ ଦୋକାନୀଙ୍କ ପାଇଁ ପୁରୁଣା ପୋଲିସ ପାସ, ଟ୍ରେଡ୍ ଲାଇସେନ୍ସ ଜରୁରୀ।
୮-ଟ୍ବିନ୍ ସିଟିର ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ସଟଡାଉନରେ ଗଡିବନି ‘ମୋ ବସ’।
୯-ଦେଶରେ ବଢୁଛି କରୋନା ଚିନ୍ତା, ୨ ଲକ୍ଷ ୨୬ ହଜାର ୭୭୦ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୬ ହଜାର ୩୪୮ ଜୀବନ।
୧୦-ଠକୁଛି ଚୀନ ମୋବାଇଲ କମ୍ପାନୀ, ଗୋଟିଏ ଓଗଋଓ ନମ୍ବରରେ ୧୩ ହଜାରରୁ ଅଧିକ ମୋବାଇଲ:ଉତ୍ତରପ୍ରଦେଶ ଅପରାଧ ନିୟନ୍ତ୍ରଣ ଶାଖା ୧୧-ଲକ୍ଷ୍ନୌ: ଜଣେ ଶିକ୍ଷୟିତ୍ରୀଙ୍କୁ ୨୫ ସ୍କୁଲରୁ ଦରମା,୧୩ ମାସରେ କୋଟିଏ ଟଙ୍କା।ତଦନ୍ତ ବେଳେ ଶିକ୍ଷୟିତ୍ରୀ ଲାପତ୍ତା।
CONTACT-satyasandhana.in, ph/ whatsApp -9937134189,facebook- satyasandhana ,mail- satyasandhana@gmail.com ,ଲାଇକ୍ ଓ ସେୟାର କରନ୍ତୁ ।

Leave A Reply

Your email address will not be published.