Browsing daily archive

October 1, 2020

ଚନ୍ଦକା ଅଂଚଳରେ ମିଳୁନି ଇଉରିଆ,ଦୁର୍ଦ୍ଦଶାରେ ଚାଷୀ

ଚନ୍ଦକା,୧/୧୦(ଏସ୍‌.ଏସ୍‌.ନିୟୁଜ)ଚନ୍ଦକାଅଂଚଳରେ ଏବେ ଇଉରିଆ ସାରର ଅଭାବ ଦେଖାଦେଇଛି ।ଅଧିକ ଅମଳକ୍ଷମ ଧାନଚାଷ କରିଥିବା ଚାଷୀ ଚାଷକ୍ଷେତରେ ସାର ପ୍ରୟୋଗ କରିନପାରି ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧାକେନ୍ଦ୍ରସମବାୟବ୍ୟାଙ୍କ ଶାଖା ରହିଛି ।ଏହି ବ୍ୟାଙ୍କ ଅଧିନରେ ଚନ୍ଦକା ଅଂଚଳର ଛଅଗୋଟି ସେବାସମବାୟ ସମିତି କାର୍ଯ୍ୟକରୁଛି । ଗତସପ୍ତାହରେ ମେଣ୍ଢାଶାଳ ସେବା ସମବାୟସମିତିକୁ ୧୩୫ବସ୍ତା, ଅରିଶଲ ସେବାସମବାୟସମିତିପାଇଁ ୧୩୫ବସ୍ତା,ଅଙ୍ଗାରପଡା ସେବାସମବାୟସମିତିପାଇଁ ୧୭୦ବସ୍ତା ଇଉରିଆ ସାର ବ୍ୟାଙ୍କ ତରଫରୁ ପହଁଚାଯାଇଥିଲା । ବସ୍ତାପ୍ରତି ୨୦୦ଟଙ୍କା ଦରରେ ଚାଷୀମାନେ ଅଧାରକାର୍ଡ ଦେଇ […]

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବାରଙ୍ଗ,୧/୧୦(ଏସ ଏସ ନିୟୁଜ )ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ନନ୍ଦନକାନନ ଥାନା ଅଧୀନରେ ଥିବା ପଦାସାହି ଗ୍ରାମ ଭଗବତୀନଗର ଉପରସାହି ରେ ଗୁରୁବାର ସକାଳେ ଜଣେ ବିବାହିତ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।ଏହା ଆତ୍ମହତ୍ୟା ନୁହେ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ । ପୋଲିସ ଅଭିଯୋଗ ପାଇବା ପରେ ସ୍ଵାମୀକୁ ଅଟକ ରଖି ଥିବାର ଜଣାପଡିଛି । ପ୍ରକାଶ ଯେ , ଭଗବତୀ ନଗର ଉପରସାହି ର ମହେନ୍ଦ୍ର ଭୋଇ […]

ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଧମକ

ଭୁବନେଶ୍ୱର,୧/୧୦(ଏସ ଏସ ନିୟୁଜ )ବିଧାନସଭା ସାମ୍ନା ପିଏମ୍‌ଜି ଛକରେ ଆଜି ଜଣେ ଯୁବକ ନିଜ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଜୀବନରୁ ମାରିଦେବାକୁ ଧମକ ଦେଇଥିବାର ଦେଖିବାକୁ ମିଳିଛି ।ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ତା ସତ୍ବେ ଏହି ଘଟଣ।ଏବେ ପୋଲିସ ପାଇ ପ୍ରଶ୍ନବାଚି ସୃଷ୍ଟି କରିଛି । ପ୍ରକାସ ଯେ, କୋଭିଡ ସମୟରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଛି ।ଏହିସମୟରେ ଜଣେ ଯୁବକ ନିଜ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ପାଗଳ ପରି ଚିଲାଇବା ସହ ପାଖକୁ […]

Unlock-୫ର ମାର୍ଗଦର୍ଶିକା

ନୂଆଦିଲ୍ଲୀ,୧/୧୦(ସତ୍ୟସନ୍ଧାନ ଡେସ୍କ ) କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍ ପରେ ଦେଶ ଏବେ ଅନଲକ୍‌ର ପଞ୍ଚମ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଅନଲକ୍‌-୫ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ମାର୍ଗଦର୍ଶିକା ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅନଲକ-୫ରେ ସିନେମାଘର ୫୦ ପ୍ରତିଶତ ସିଟ୍ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। […]

ଆଜିର ରାଶିଫଳ

ଅକ୍ଟୋବର ୦୧ ତାରିଖ ୨୦୨୦ମସିହା(ଗୁରୁବାର),ଆଶ୍ଵିନ-ମଳ ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା ,ଧନୁ ରାଶି ର ଘାତଚନ୍ଦ୍, ତୁଳା ଓ କୁମ୍ଭ ରାଶିର ଘାତବାର , ଆଜିପୂର୍ଣ୍ଣିମାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଜିର ରାଶିଫଳ।ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ […]