Browsing category

ଜଣା ଅଜଣା

ଆଜିର ରାଶିଫଳ

ଅକ୍ଟୋବର ମାସ ୧୬ ତାରିଖ ୨୦୨୬ ମସିହା (ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୦୭/୨୭ ଗତେ ମୂଳା,ଚନ୍ଦ୍ର- ବିଛା ଦିବା ଘ୦୭/୨୭ ଗତେ ଧନୁ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୬/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୪୨, ଯୋଗିନୀ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,ଷଷ୍ଠୀର ଏକୋଡ଼ିଷ୍ଟ ଓ ପାର୍ବଣଶ୍ରାଦ୍ଧ, ଅଦ୍ୟ ତପୋ ଷଷ୍ଠୀ,ମୃତେ ପୁଷ୍କର ଦୋଷ ନ।ସ୍ତି, କାଳବେଳା ଓ ବାରବେଳା – ଦିବା ଘ୦୮/୩୬ ଗତେ ଘ୧୧/୩୧ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୪ ମଧ୍ୟେ ଓ ଘ୦୭/୨୧ ଗତେ ଘ୦୮/୩୫ ମଧ୍ୟେ […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବରମାସ, ୭ତାରିଖ, ବୁଧବାର, ରାମାନୁଜ ବୈଷ୍ଣବସମ୍ମତ ଏକାଦଶ୍ୟୁପବାସ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୨୦🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୬/୫୭,ଆଶ୍ୱିନମାସ,କୃଷ୍ଣପକ୍ଷ,ପଣ୍ଡିତବାସ, ତିଥି- ଦ୍ବାଦଶୀ ରାତ୍ରି ଘ୧୧/୧୮ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ନକ୍ଷତ୍ର- ମଘା ନକ୍ଷତ୍ର ରାତ୍ରି ଘ୧୦/୨୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ସାଧ୍ୟଯୋଗ ପ୍ରାତଃ ଘ୬/୨୦ମି ପର୍ଯ୍ୟନ୍ତ ତଦନ୍ତେ ଶୁଭଯୋଗ କ୍ଷୟ ରାତ୍ରି ଘ୪/୪ମି ପର୍ଯ୍ୟନ୍ତ,କରଣ- କୌଳବକରଣ ଦିବା ଘ୧୨/୨ମି ପର୍ଯ୍ୟନ୍ତ ତଦନ୍ତ ତୈତିଳକରଣ ରାତ୍ରି ଘ୧୧/୧୮ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧୮ମିପରେ ଦକ୍ଷିଣ ଦିଗରେ […]

ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୫ ତାରିଖ, ସୋମବାର।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୧/୪୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୮/ ୩୯ ,ଆଶ୍ୱିନମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ଦଶମୀ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୨/୧୧ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷା ନକ୍ଷତ୍ର ।ଶିବ ଯୋଗ ଦିବା ଘ୧୧/୩୦ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧି ଯୋଗ, କରଣ- ବାଣିଜ୍ଯକରଣ ଦିବା ଘ୩/୨୮ମି ପର୍ଯ୍ୟନ୍ତ ତଦନ୍ତ ବିଷ୍ଟିକରଣ ରାତ୍ରି ଘ୨/୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୩ ତାରିଖ ୨୦୨୬ ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୮/୩୪ ଗତେ ଅଷ୍ଟମୀ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୨/୪୦ ଗତେ ପୁନର୍ବସୁ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୨ /୪୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୨,ଯୋଗିନୀ ବାୟବ୍ୟେ ଦିବା ଘ୦୮/୩୪ ଗତେ ଐଶ।ନ୍ୟେ,କନ୍ୟା ରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଦିବା ଘ୧୦/୪୬ ଗତେ ଏକପାଦ ଓ ରାତ୍ରି ଘ୦୨/୪୦ ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଦିବା […]

ବଦଳିଲେ ଜନ୍ତୁ ବିଭାଗ ACF-କ୍ୟୁରେଟର

ଭୁବନେଶ୍ୱର,୧|୧୦(ଏସଏସନିଉଜ) ରାଜ୍ୟର ଗୌରବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପୁଣି ଚର୍ଚ୍ଚାରେ। ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ACF-କମ୍- କ୍ୟୁରେଟର ରୁଦ୍ର ରଥଙ୍କ ବଦଳି ହୋଇଛି। ବାରମ୍ବାର ଜୀବଜନ୍ତୁ ମୃତ୍ୟୁ, ପରିଚାଳନାଗତ ଅବହେଳା ଓ ନକଲି ଫିନାଇଲ ଯୋଗାଣ ଆଦି ଅଭିଯୋଗ ପରେ ଏହି ବଦଳି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗତ କିଛି ମାସ ହେବ ନନ୍ଦନକାନନରେ କ୍ୱାରେଣ୍ଟାଇନ୍‌ରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି।କେତେକ ନୂଆ ଅଣାଯାଇଥିବା ଜନ୍ତୁ ପର୍ଯ୍ୟଟକ ଦେଖିବା […]

ଭୁବନେଶ୍ୱର ଉତ୍ତରରେ ଆମ ବସ୍ ସେବାର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଆହୁରି ସୁଗମ, ସୁବିଧା ଜନକ ଓ ସୁଲଭ କରିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। ଓଏମ୍‌ଫେଡ୍‌ଛକରୁ ଡମଣା,ଗାଡ଼କଣ, ରଙ୍ଗମାଟିଆ ଦେଇ ନୂତନ ‘ଆମ ବସ୍’ ସେବାର ଶୁଭ ଆରମ୍ଭ ବୁଧବାର ହୋଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇଥିଲେ । ନୂତନ ବସ୍ ରୁଟ୍‌ ଆରମ୍ଭ ହେବା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀ, ଚାକିରିଜୀବୀ, ବରିଷ୍ଠ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୦୧ ତାରିଖ ୨୦୨୬ ମସିହା (ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୧/୦୦ ଗତେ ଷଷ୍ଠୀ,ନକ୍ଷତ୍ର- କୃତ୍ତିକା ଦିବା ଘ୦୭/୦୩ ଗତେ ରୋହିଣୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୦୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୧୨,ଯୋଗିନୀ ଦକ୍ଷିଣେ ଦିବା ଘ୦୧/୦୧ ଗତେ ପଶ୍ଚିମେ,ବିଛା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶି ର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଦିବା ଘ୦୭/୦୩ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୩୪ ଗତେ ଘ୦୫/୩୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୭ […]

ଆଜିର ରାଶିଫଳ

୨୦୨୬ମସିହା, ସେପ୍ଟେମ୍ବରମାସ,୨୪ତାରିଖ, ଗୁରୁବାର, ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଦେବଙ୍କର ବଳିବାମନ ବେଶ, ଚିଦାନନ୍ଦ ଜୟନ୍ତୀ ।ଋତୁ- ଶରତ ଋତୁର (ପ୍ରଥମ ମାସ)🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୫୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୮/୭,ଭାଦ୍ରବ ମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୩ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ଦିବା ଘ୧୧/୩ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ରାତ୍ରି ଘ୧୧/୩ମି ପରେ ପଶ୍ଚିମ ଦିଗରେ । ରିକ୍ତାତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ରାତ୍ରି ଘ୧୧/୩ମି […]

ଉଦଯାପିତ ହେଲା…

ଭୁବନେଶ୍ୱର,୨୨।୯(ଏସଏସନିଉଜ)ଜାତୀୟ ଶିକ୍ଷକ-ଶିକ୍ଷା ପରିଷଦ (ଏନ.ସି.ଟି.ଇ )ନୂଆଦିଲ୍ଲୀ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା ପରିଷଦ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହଯୋଗରେ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା୫ ଦିନ ବ୍ୟାପୀ ଅନୁଭବାତ୍ମକ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି।୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁଜାତୀୟ ଶିକ୍ଷକ-ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବ୍ୟଜ୍ୟୋତି ମାହାନ୍ତା ଉଦ୍ଘାଟନ କରିଥିଲେ। ଉଦ୍ ଜାପନୀ ଉସବରେ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନର ରାଷ୍ଟ୍ରୀୟ ସଂଗଠନ […]

ବାତ୍ୟା ନୁହେଁ ପ୍ରବଳ ବର୍ଷିବ, ୨୩ ତାରିଖ ରାତିରେ ଉପକୂଳ ଛୁଇଁବ

ଭୁବନେଶ୍ୱର,୨୨।୯(ଏସଏସନିଉଜ)ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ବୋଲି IMD ଡିଜ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।ବିଶାଖାପାଟଣା ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷା ହେବ ବୋଲି […]