Browsing category

ଜୀବନଚର୍ଯ୍ୟା

ଆଜିର ରାଶିଫଳ

ଅପ୍ରେଲମାସ ୧୦ତାରିଖ ୨୦୨୪ ମସିହା(ବୁଧବାର) ,ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ଦିବା ଘ ୦୫/୨୪ ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭ /୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୧/୦୫,ଯୋଗିନୀ ଉତ୍ତରେ ଦିବା ଘ୦୫/୨୪ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୧/୨୧ ଗତେ ଘ୦୧/୩୬ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୦ଗତେ ଘ୦୫/ ୩୬ମଧ୍ୟେ […]

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ […]

ଆରମ୍ଭ ହେଲା ପ୍ରେମ ସପ୍ତାହ

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ଓ୍ବିକ୍। ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ଯାଏ ପ୍ରେମୀଯୁଗଳମାନେ ଏହି ସପ୍ତାହକୁ ପାଳନ କରିବେ । ପ୍ରେମିଯୁଗଳମାନେ ପ୍ରଥମ ଦିବସକୁ ରୋଜଡେ’ ଭାବେ ପାଳନ କରିଥାନ୍ତି। ଏହାକୁ ପାଳନକରିବା ପଛରେ ରହିଛି ଏକ ଇତିହାସ। ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା। ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି। ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ […]

ସୁସ୍ଥ ମସ୍ତିଷ୍କ ପାଇଁ ସଚେତନ କଲେ ନର୍ସିଂଛାତ୍ରୀ

ମେଣ୍ଢାଶାଳ,୧୮।୧(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏମ୍ସ ମେଡିକାଲର ମନସ୍ତତ୍ତ୍ୱ ବିଭାଗର ନର୍ସିଂଛାତ୍ରୀ ମାନଙ୍କ ଦ୍ୱାରା ସୁସ୍ଥ ମସ୍ତିଷ୍କ ବିଷୟରେ ଏକ ସଚେତନତା ଶିବିର ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏମ୍ସ ନର୍ସିଂର ଛାତ୍ରଛାତ୍ରୀମାନେ ପିଲାମାନଙ୍କୁ ମସ୍ତିଷ୍କ କିପରି ସୁସ୍ଥ ରହିବ ଓ଼ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ ସେହି ସମ୍ବନ୍ଧରେ ସଚେତନ କରାଇଥିଲେ। । ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରତ୍ନ ମଞ୍ଜରୀ ବିଶ୍ୱାଳ, ଆଲୁମିନ […]

ଷ୍ଟ୍ରାଇକରୁ ଓହରିଲେ ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ୱର,୬ା୧(ଏସଏସନିଉଜ) ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ଏଥିନିମନ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ ଦେଇଛନ୍ତିସଭାପତି ପ୍ରଶାନ୍ତ ମେଣ୍ଡୁଲି ।ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରିଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ । ଅନ୍ୟ ୨୮ ରାଜ୍ୟ […]

ପ୍ରତିଦିନ ମୁଗଡ଼ାଲି ଖାଇଲେ କଣହେବ ?

ମୁଗଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତିକି କେତେଉପକାରୀ ମୁଗଡାଲି ? ଏଥିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ ।(health benefits of moongdal )ମୁଗଡାଲିରେ ଆଣ୍ଟିଅକ୍ସିଡାଣ୍ଟଭଳି ଫେନୋଲିକଏସିଡ଼, ଫ୍ଲୋବୋନାଇଡସ, କୈଫିକଏସିଡ଼ ଭର୍ତ୍ତିହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟକରିବାରେ ସାହାଯ୍ୟକରିଥାଏ । ଯେଉଁଥିରେ ଗମ୍ଭୀରରୋଗରୁ ମିଳିଥାଏମୁକ୍ତି…. ଗରମଦିନରେ ହିଟଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଏହିରୋଗରେ ଅନେକଥର ସ୍ଥିତି ଗମ୍ଭୀରହୋଇ ଜୀବନମଧ୍ୟ ଯାଇପାରେ । ଡାଲି ଖାଇବାଦ୍ବାରା ହିଟଷ୍ଟ୍ରୋକ ହେବାର […]

କେବେ ଚାଲିବ ରୋପଓ୍ବେ?

ବାରଙ୍ଗ,୧୨।୧୦(ଏସଏସ ନିଉଜ) ନନ୍ଦନକାନନରେ ରୋପଓ୍ବେକାର୍ଯ୍ୟ  ସରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଚଳନ ହେବାର ନାଁ ମଧ୍ୟ ଉଠୁନାହିଁ। କିନ୍ତୁ ରୋପଓ୍ବେ କାର‌୍ୟ୍ୟକ୍ଷମ ପୂର୍ବରୁ ଏହାର ଭିସିବି ୟୁନିଟ ପରୀକ୍ଷା ବେଳେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ୩ଜଣ କର୍ମଚାରୀ ଗୁରୁତର ଆହତ ହେବାପରେ ଏହା କାର‌୍ୟ୍ୟକ୍ଷମ ହେବ ଉପରେ ଏକପ୍ରକାର ଅଙ୍କୁଶ ଲାଗିଥିଲା।।ଏହି ଘଟଣାର ତ୍ରୃଟିକୁ ନେଇ ବିଦ୍ୟୁତ୍ ବିଭାଗ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରୋପଓ୍ବେକୁ କାର‌୍ୟ୍ୟକ୍ଷମ ପାଇଁ ଅନୁମତି ମିଳିନଥିଲା।ସ୍ଥାନୀୟ ଜିଲ୍ଲାପାଳ ଅନୁମତିରେ ଅଟକି ଥିଲା ବୋଲି […]

କମ୍ ଲୁଣ ଖାଉଥିଲେ ବି ସାବଧାନ !

ଆମ ସ୍ୱାସ୍ଥ୍ୟପାଇଁ ସୋଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତଥାପି ଏହାର ଅତ୍ୟଧିକପରିମାଣ ସ୍ୱାସ୍ଥ୍ୟପାଇଁ ଅନେକ କ୍ଷତି ମଧ୍ୟକରିପାରେ । ଏହିକାରଣରୁ ବିଶେଷଜ୍ଞମାନେ ଏହାକୁ ସୀମିତପରିମାଣରେଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି ।ବିଶ୍ୱସ୍ୱାସ୍ଥ୍ୟସଂଗଠନ(WHO)ଅନୁଯାୟୀ, ଦୈନିକ୫ଗ୍ରାମ୍ ଲୁଣଖାଇବା ସ୍ୱାସ୍ଥ୍ୟପାଇଁ ସ୍ୱାଭାବିକ।କିନ୍ତୁ ଏହାଠାରୁ ଅଧିକ କିମ୍ବା କମ୍ ଖାଇବା ଶରୀରପାଇଁ କ୍ଷତିକାରକ ଅଟେ । ଯେପରି ଅତ୍ୟଧିକଲୁଣ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ, ସେହିପରି ଏହାରକମ୍ ପରିମାଣ ଅର୍ଥାତ୍ ଶରୀରରେ ସୋଡିୟମରକମ୍ ପରିମାଣ ମଧ୍ୟ ଅନେକସମସ୍ୟା ସୃଷ୍ଟି କରିପାରେ ।ଆଜି ଜାଣିବା ଏହାର ପାର୍ଶ୍ବପ୍ରତିକ୍ରିୟା ବିଷୟରେ…. ଉଚ୍ଚରକ୍ତଚାପ-ଶରୀରରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୫ତାରିଖଗୁରୁବାର ।ସୁର୍ଯ୍ୟୋଦୟ- ଘ୫/୪୧/୫୨,ସୂର୍ଯ୍ୟାସ୍ତ- ଘ୫/ ୨୮/୪୨ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ସପ୍ତମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ସନ୍ଧ୍ୟାଘ୫/୪୦ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୭/୨୬ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ତାଳଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା-ଦିବା ଘ୨/୩୧ମି ରୁ ଘ୫/୨୯ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୪ମି ରୁ ଘ୧/୭ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃରୁ ଦିବାଘ୭/୧୯ମି […]