Browsing category

ଜୀବନଚର୍ଯ୍ୟା

ସୁନ୍ଦରଗଡ଼ରୁ ୭ସ୍କ୍ରବଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୧୬।୯(ଏସଏସନିଉଜ)ଧୀରେଧୀରେ ସ୍କ୍ରବଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ପୁଣି ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ୭ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ।୪୧ଟି ନମୁନା ପରୀକ୍ଷାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତକାଲି ଟେଷ୍ଟ ପାଇଁ ଯାଇଥିଲା ୪୧ଟି ନମୁନା।ଅନ୍ୟପଟେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ପାଇଁ ବରଗଡ଼ ଯିବ ଭୀମସାରଟିମ୍‌। ବରଗଡ଼ରେ ତୁରନ୍ତ ମେଡିକାଲ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଭୀମସାର୍ ଡିନ୍‌ଙ୍କୁ DMETଙ୍କ ଚିଠି ଆସିଛି।ମେଡିସିନ୍, ମାଇକ୍ରୋବାୟୋଲୋଜି ଟିମ୍ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ ଆସିଛି।

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଶନିବାର। ଶ୍ରୀଜୀଉଙ୍କର ଶ୍ରୀମନ୍ଦିରରେ ଦାବାଗ୍ନିଲୀଳା, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ମାସାନ୍ତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୩୭,ସୂର୍ଯ୍ୟାସ୍ତ- ଘ୫/ ୪୫/୪୯,ଭାଦ୍ରବମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ୍ ଦିବା ଘ୯/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୯/୨୨ମି ପରେ ଉତ୍ତର ଦିଗରେ। ଶନି ବାର, ଦର୍ଶତିଥି, ମଙ୍ଗଳଯୁକ୍ତ ଦୋଷ ହେତୁ, ଓ ମାସାନ୍ତ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତ ଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୫ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ସାଗର ବିଜେ, ଶ୍ରୀଜୀଉଙ୍କର ସପ୍ତପୁରୀଭୋଗ, ବସ୍ତ୍ରହରଣ ଲୀଳା ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୨୫ ,ସୂର୍ଯ୍ୟାସ୍ତ- ଘ୫/୪୬/୪୩ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଅମାବାସ୍ୟା ମଳ ଘ୭/୧୩ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୭/୧୩ମିପରେ ପୂର୍ବଦିଗରେ। ପକ୍ଷାନ୍ତ,ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ଦିବାଘ୧୨/୨୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଭାଦ୍ରବ ଶୁକ୍ଳପ୍ରତିପଦ୍ ର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]

ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା […]

ରାଜଧାନୀରେଖୋଲିଲା ଶ୍ୟାମଳାଡ୍ରାଏଫ୍ରୁଟ୍ସ୍‌ର ପ୍ରଥମଆଉଟ୍‌ଲେଟ୍‌

ବାରଙ୍ଗ,୨୩ା୮(ଏସଏସନିଉଜ)ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍‌, ନମକିନ୍ ଏବଂ ହେଲ୍‌ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ବୁଧବାରଦିନ ରଘୁନାଥପୁର ରୟାଲ ଆର୍କେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ଆଉଟଲେଟ୍ ଉଦ୍‌ଘାଟିତ କରିଛି ।ଭୁବନେଶ୍ୱରର ସମସ୍ତ ସ୍ୱାସ୍ଥ୍‌୍ୟ ସମନ୍ଧୀୟ ସାମଗ୍ରୀ ଏହି ଷ୍ଟୋରରେ ମିଳିବ । ଗ୍ରାହକଙ୍କ ଚାହିଦାକୁପୂରଣ କରିବା ପାଇଁ ଗୁଣାତ୍ମକ ଏବଂ ସୁସ୍ଥ ଖାଦ୍ୟ ପ୍ରଦାନ କରିବାକୁ ଆମର ପ୍ରତିଶ୍ରୁତି ଏକ ପ୍ରଦର୍ଶନ ହେଉଛି ଏହି ଷ୍ଟୋରର […]

ପାଟିରେ ଘାହେଲେ କଣକରିବେ ?

ଆଜି ଜାଣିବା (ପାଟିଘା/ଅଲସରରୁ ମୁକ୍ତିପାଇଁ ଘରୋଇଉପଚାର) ୧.ମହୁ-ପାଟିରୁ ଚୋପା ଛାଡ଼ୁଥିଲେ ସେହିସ୍ଥାନରେ ମହୁଲଗାନ୍ତୁ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲକରିବାରେ ସାହାଯ୍ୟକରେ। ଆପଣଚାହିଁଲେ ମହୁରେ ଅଳ୍ପହଳଦୀ ମିଶାଇମଧ୍ୟ ଲଗାଇପାରିବେ। କିଛିଘଣ୍ଟା ମଧ୍ୟରେ ଆରାମଲାଗିବ। ୨.ନଡ଼ିଆତେଲ-ପାଟି ଅଲସରରୁ ମୁକ୍ତିପାଇଁ ଆପଣ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣରହିଛି। ଏହା ପାଟିର ସମସ୍ତସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିବ। ୩.ଲୁଣପାଣି-ପାଟିର ସମସ୍ତରୋଗ ଦୂରକରିବାକୁ ଆପଣ ଲୁଣପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଆସିକା,୨୧ା୬(ଏସଏସନିଉଜ) ଆଜି ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ମୁକ୍ତ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଯୋଗଶିକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଏନ୍.ସି.ସିର ୯୨ଜଣ ଛାତ୍ରଛାତ୍ରୀ ଉପସ୍ଥିତଥିଲେ। ଉକ୍ତ ଶିବିରକୁ ଏନ୍.ସି.ସିର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ ଏ.ଏନ୍.ଓ. ପ୍ରଭାତ କୁମାର ଗୌଡଙ୍କୁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟର ପିଇଟିଶିକ୍ଷକ ତାଲିମ ଶିବିରକୁ ସୁପରିଚାଳନା କରିବା ସହିତ ଯୋଗ ଶିକ୍ଷାର ଉପକାରିତା ଉପରେ ମତବ୍ୟକ୍ତ […]

ଚିନ୍ତା ଦୂରକରେ ଲସି

ଖରାଦିନେ ବିଶେଷ କରି ନିଜକୁ ସୁସ୍ଥ ରଖିବାପାଇଁ ସଭିଏଁ ନିଜଖାଦ୍ୟରେ ଅନେକ ପରିବର୍ତ୍ତନ କରିଥାଆନ୍ତି। ଏହିସମୟରେ ଅଧିକାଂଶଲୋକେ ଥଣ୍ଡାଜାତୀୟ ଜିନିଷ ସେବନକରିବାକୁ ଇଚ୍ଛାକରିଥାଆନ୍ତି। ଯାହାଗରମରୁ ମୁକ୍ତିଦେଇଥାଏ। ସେଭଳି ଅଧିକାଂଶଲୋକଙ୍କୁ ଖରାଦିନେ ଲସିପିଇବା ବେଶପସନ୍ଦ। ଏହାଶରୀରକୁ ଥଣ୍ଡା ପ୍ରଦାନ କରିବାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ମଧ୍ୟ ଦୂରକରିଥାଏ। କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁରଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟଉପକାରୀ ଗୁଣ ରହିଛି। କେବଳ ସ୍ୱାଦପାଇଁ ନୁହେଁ ବରଂ ଉତ୍ତମସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସିପିଇବା […]

ହୋଇଛିକି ଏସିଡିଟି?

ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ଓ ଏସିଡିଟି ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ.. ଜଙ୍କ୍‌‌ ଫୁଡ୍‌‌, ଅଧିକ ମସଲା ଜାତୀୟ ଜିନିଷ ଆଦି ଆଦୌ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ଖଟା ଫଳ କମଳା, ଲେମ୍ବୁ, ଜାମୁକୋଳି, ଟମାଟୋ ଆଦିକୁ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ପାଉଁରୁଟି, ପାସ୍ତା ଆଦି ଖାଇବା ଉଚିତ ନୁହେଁ। ଏସିଡିଟି […]

କଣକଲେ ତ୍ବଚା ଚମକିବ

ପ୍ରତିଦିନ ଖିରକୁ ନିଜତ୍ବଚା ଯତ୍ନପାଇଁ ବ୍ୟବହାରକଲେ, ଚମକ ଆସିବାସହ ଅନ୍ୟସମସ୍ୟା ବି ଦୂରେଇଯାଏ।ଜାଣନ୍ତୁ କଣ କରିବାକୁ ପଡିବ । ମହୁ ଓ ଖିର:-ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ। ମହୁ ତ୍ୱଚାପାଇଁ ଔଷଧ ଭଳି କାମକରେ। ଏହାକୁ ଲଗାଇଲେ ତ୍ବଚାରେ ଚମକଆସେ। ତ୍ବଚାକୁ ସଫାକରିବାକୁ ଏକଛୋଟ ଚାମଚ ମହୁରେ ଖିରମିଶାଇ ମୁହଁରେଲଗାଇବେ।୧୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡାପାଣିରେ ଭଲଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି। ତ୍ବଚାଭାଙ୍ଗ:-ଦୁଇଚାମଚ ମହୁରେ ଅଧଚାମଚ […]