Browsing category

ଜୀବନଚର୍ଯ୍ୟା

ହୋଇଛିକି ଥାଇରଏଡ,ଜାଣନ୍ତୁ କଣକରିବେ?

ଆଜିକାଲି ଖାଦ୍ୟପେୟର ସମୟ ଠିକ ରହୁନଥିବାରୁ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଭଳି ଏକ ରୋଗ ହେଉଛି ଥାଇରଏଡ। ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବାପାଇଁ ପ୍ରାଚୀନଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଥାଇରଏଡ ରୋଗୀମାନେ କିଛିମାତ୍ରାରେ ଆଶ୍ୱସ୍ତି ପାଇପାରିବେ । ଅଦା:-ପ୍ରାୟତଃ ସମସ୍ତଙ୍କଘରେ ସବୁବେଳେ ଅଦା ମହଜୁଦଥାଏ। ଅଦାର ଅନେକ ଔଷଧିୟଗୁଣ ରହିଛି। ଅଦାରେ […]

ବିଳମ୍ବ ହୋଇପାରେ ମୌସୁମୀ

ଭୁବନେଶ୍ୱର,୫।୬(ଏସଏସନିଉଜ)ଆରବସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ।ଯାହା ଫଳରେ ମୌସୁମୀ ବିଳମ୍ବ ହୋଇପାରେ।ଘୂର୍ଣ୍ଣିବଳୟ ଯୋଗୁଁ ମେଘଖଣ୍ଡ ସଂପୃକ୍ତ ଅଞ୍ଚଳରେ ଅଧିକ ସଂଗଠିତ ହୋଇଛି। ଫଳସ୍ୱରୂପ, କେରଳ ଉପକୂଳ ରେ ବାଦଲ ଆଚ୍ଛାଦନ କମିଛି।ଘୂର୍ଣ୍ଣିବଳୟ କ୍ରମେ ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ।ଲଘୁଚାପ ମୌସୁମୀର କେରଳ ଆଡ଼କୁ ଅଗ୍ରସରକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ।

ମନଇଛା ବଢୁଛି ଗ୍ୟାସ ଦର

ମେଣ୍ଢାଶାଳ,୨୪।୫(ଏସଏସନିଉଜ)ରାଜଧାନୀ ଉପକଣ୍ଠରେ ଘରୋଇ ଗ୍ୟାସ୍ ଦର ଉପରେ ଅଙ୍କୁସ ରହୁନାହିଁ ଡିଷ୍ଟିବୁଟରମାନେ ସତେ ଯେମିତି ପ୍ରତିଯୋଗିତା ଭିତିରେ ଏବଂ ମନମୁଖି ବଢାଇ ଚାଲିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଘରେ ପହଁଚାଇବା ସହ ଏକ ନିଧିଷ୍ଟ ମୂଲ୍ୟ ଚାରିଆଡେ ସମାନ ନିର୍ଦ୍ଧାରଣ କରିଥିବା ବେଳେ କିନ୍ତୁ ସରକାର ଗ୍ୟାସ୍ ଦର ଯେତେ ବୃଦ୍ଧି କରି ଚାଲିଛନ୍ତି ସେହି ଅନୁସାରେ ଘରେ ଘରେ ଗ୍ୟାସ୍ ସିଲିଣ୍ଡର ପହଁଚାଉ ଥିବା କର୍ମଚାରିମାନେ ମଧ୍ୟ ତାଙ୍କ ମନଇଛ ଦର ନିର୍ଦ୍ଧାରଣ କରୁଛନ୍ତି […]

ଜଟଣୀରେ ହେବ କ୍ୟାନ୍ସରହସ୍ପିଟାଲ

ଜଟଣୀ,୧୧।୫(ଏସଏସନିଉଜ)ଜଟଣୀରେ ହେବାକୁ ଯାଉଛି କ୍ୟାନ୍ସର ହସ୍ପିଟାଲ।ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଟଣୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ ଏହା କାର୍ଯ୍ୟ କରିବ। ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦କୋଟିଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଯାଉଛି।

ଆଜି କଙ୍ଗନାରାଣାୱତ ଜନ୍ମଦିନ

ଭୁବନେଶ୍ୱର,୨୩ା୩(ଏସଏସନିଉଜ)ଆଜି ବଲିଉଡ କୁଇନ୍ କଙ୍ଗନା ରାଣାୱତ ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି।ଜନ୍ମଦିନ ଅବସରରେ କଙ୍ଗନା ସୋସିଆଲମିଡିଆରେ ଏକଭିଡିଓ ସେୟାରକରି ତାଙ୍କପରିବାର, ଗୁରୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସେ ସେହିଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେତାଙ୍କୁ ପ୍ରତ୍ୟେକସମୟରେ ଟ୍ରୋଲ କରୁଛନ୍ତି।

ହଳଦିଆ ପଡୁଛି କି ଦାନ୍ତ !

ଏହି ଉପାୟ କରନ୍ତୁ ପ୍ରୟୋଗ, ମିଳିବ ଆଶ୍ବସ୍ତି ନିୟମିତରୂପେ ସମସ୍ତେ ଦାନ୍ତଘଷନ୍ତି । କିନ୍ତୁ ଏହାପରେ ବି ଅନେକଲୋକଙ୍କ ଦାନ୍ତରେ ରହିଯାଏ ହଳଦିଆରଙ୍ଗ । ଏପରି ପରିସ୍ଥିତିରେ, ସେହିବ୍ୟକ୍ତି ସମସ୍ତଙ୍କ ସାମ୍ନାରେ ଖୋଲାଖୋଲିଭାବରେ ହସିବା ଏବଂ କଥାକହିବା କଷ୍ଟକର ହୋଇଯାଇଥାଏ । ଏହି ସମସ୍ୟାରୁ ମୁକୁଳିବାପାଇଁ କଣକରିବେ ତାହା ବୁଝିପାରନ୍ତିନାହିଁ । ଏହିସମସ୍ୟାରୁ ମୁକୁଳିବାପାଇଁ ଆସନ୍ତୁଜାଣିବା ୪ଟିଉପାୟ । ଯାହାକୁ କହିବାଦ୍ବାରା ହଳଦିଆଦାନ୍ତରୁ ମୁକ୍ତି ମିଳିପାରିଥାଏ। ୧. ଲୁଣ ଏବଂ ଷ୍ଟ୍ରବେରୀ-ଯଦି ଆପଣଙ୍କରଦାନ୍ତ ହଳଦିଆ ହୋଇଯାଇଛି, ତେବେ […]

ସ୍ୱାସ୍ଥ୍ୟପାଇଁ ବରଦାନ ସାଜିଛି ୪ଟିଜିନିଷ

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ମାନସିକଶାନ୍ତି ପ୍ରଦାନ କରିବାସହ ମସ୍ତିଷ୍କକୁ ସୁସ୍ଥରଖିଥାଏ। ଏହାସହ ଭିଟାମିନ-ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରିଥାଏ। ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲଗୁଣ ସହ ଏହା ପାଚନପାଇଁ ମଧ୍ୟ ଉପକାରୀ। ଏଥିରେଥିବା ଏକପ୍ରକାର ପୋଷକତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂରକରିଥାଏ। ଏହି ପତ୍ରକୁ ବ୍ୟବହାରଦ୍ୱାରା ଥଣ୍ଡା,ଜ୍ୱର,କାଶଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂରକରିଥାଏ। ପୁଦିନାପତ୍ରରେ ବିଭିନ୍ନ ପୋଷକତତ୍ତ୍ୱ ଭରପୁର ପରିମାଣରେରହିଛି। […]

ଆଉ ଗୋଟେଦିନ ବଢିଲା କଟକବାଲିଯାତ୍ରା

କଟକ, ୧୫/୧୧(ଏସଏସନିଉଜ) ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ଶେଷ ହେଵ ବାଲିଯାତ୍ରା ।ବାଲିଯାତ୍ରା ଦିନଟିଏ ବଢ଼ିଲା ।ଐତିହାସିକ କଟକବାଲିଯାତ୍ରା ଗୋଟିଏଦିନ ବଢ଼ିଲା। ଗୋଟିଏଦିନ ବୃଦ୍ଧିନେଇ କଟକଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା କିନ୍ତୁ ଗୁରୁବାର ସରିବ ବାଲିଯାତ୍ରା ।    

ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା

କଟକ,୮/୧୧(ଏସଏସନିଉଜ) ଆଜିଠୁ ବିଶ୍ୱପ୍ରସିଦ୍ଧ କଟକବାଲିଯାତ୍ରା । ମହାନଦୀପଠାରେ ୯ଦିନ ଧରି ଚାଲିବ ମେଳା ।ଦୁଇବର୍ଷପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା। ୧୪୦୦ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା। ଆଜିସଂଧ୍ୟାରେ ଆନୁଷ୍ଠାନିକଭାବେ ମେଳାକୁ ଉଦଘାଟନକରାଯିବ। ଦୋଳି ,ମୀନାବଜାର ସାଙ୍ଗକୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳା ଯାତ୍ରାର ମୁଖ୍ୟଆକର୍ଷଣ ହେବାକୁ ଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥରପାଇଁ ଲେଜରଲାଇଟସୋ ହେବ । ଅନ୍ୟପକ୍ଷରେ ଦୁଇବର୍ଷପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକଲୋକଙ୍କ ସମାଗମହେବ। ଏହାକୁ ନଜରରେରଖି ସାଧାରଣଲୋକ […]

ଜାଣନ୍ତୁ ଘରେ କଣକଲେ ଚମକିବ ତ୍ୱଚା

ପୂଜାପର୍ବ ସମୟରେ ସଭିଏଁ ବିଶେଷ କରି ଯୁବତୀମାନେ ନିଜ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହି ସମୟରେ କର୍ମବ୍ୟସ୍ତତା ମଧ୍ୟରେ ପାର୍ଲର ଯିବାକୁ ଅଧିକାଂଶ ସମୟ ମିଳିପାରି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଘରେ ସହଜ ଉପାୟରେ ଏଭଳି କିଛି ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଯାହା ତ୍ୱଚାର ଚମକ ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ। ଏଭଳି ଘରୋଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତି କରିବା ପାଇଁ ପ୍ରାକୃତିକ ଜିନିଷର ଅଧିକ ବ୍ୟବହାର […]