Browsing category

ଦେଶ ବିଦେଶ

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।

ଜେଲ ଯିବେ ବୀତିହୋତ୍ର ମହାନ୍ତି

ଭୁବନେଶ୍ୱର,୭ା୪(ଏସଏସନିଉଜ) ପୂର୍ବତନ ହୋମଗାର୍ଡଡିଜି ବିଦ୍ୟାଭୂଷଣମହାନ୍ତିଙ୍କ ପୁଅ ବୀତିଙ୍କୁ ୨ମାସରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶର ଶୁଣାଣି କରି ନିର୍ଦେଶ ଦିଆଯାଇଛି ।୨୦୦୬ରେ ଜର୍ମାନ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲାା୧୩ ଦିନରେ ସଜା ଶୁଣାଇଥିଲେ ଅଲୱାର ଫାଷ୍ଟଟ୍ରାକ କୋର୍ଟ ।  

ଘୋଷଣାପତ୍ର ଜାରିକଲା କଂଗ୍ରେସ

ଭୁବନେଶ୍ୱର,୫।୪(ଏସଏସନିଉଜ)ଲୋକସଭା ନିର୍ବାଚନ ନେଇ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ।ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରିଛି କଂଗ୍ରେସ।ନିର୍ବାଚନ ଇସ୍ତାହାରରେ ୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି।ସଭାପତି ଖଡ୍‌ଗେ, ସୋନିଆ ଗାନ୍ଧି ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।ଜାତିଗତ ଜନଗଣନା କରିବାକୁ ଇସ୍ତାହାରରେ ପ୍ରତିଶ୍ରୁତି।ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ପ୍ରତିଶ୍ରୁତି।୧ଲକ୍ଷ ଟଙ୍କା ଦରମାରେ ଯୁବକଙ୍କୁ ନିଯୁକ୍ତି, ଋଣଛାଡ଼ ପ୍ରତିଶ୍ରୁତି।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟପାଇଁ ଲିଗାଲଗ୍ୟାରେଣ୍ଟି।ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରକୁ ବାର୍ଷିକ ୧ଲକ୍ଷଟଙ୍କା ପ୍ରତିଶ୍ରୁତି।ସାମାଜିକସୁରକ୍ଷା ଭତ୍ତା ମାସିକ ୧ହଜାରକୁ […]

ପ୍ରେମିକଙ୍କୁ ପାଖରେ ରଖିବାକୁ ସ୍ବାମୀ ରାଜି ନହେବାରୁ

ଭୁବନେଶ୍ବର ,୪ା୪(ଏସଏସନିଉଜ) ଜ‌ଣେ ବିବାହିତ ମହିଳା ପ୍ରେମିକାକୁ ପାଖରେ ରଖିବାକୁ ସ୍ବାମୀ ନିକଟରେ ଜିଦ କରିଥିଲେ। ଏହି ପ୍ରସ୍ଥାବରେ ସ୍ବାମୀରାମ ଗୋବିନ୍ଦ ରାଜି ନହେବାରୁ ଆରମ୍ଭ ହୋଇଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ।ରାଗିଯାଇ ମହିଳାଜଣଙ୍କ ବିଦ୍ୟୁଦ ଖୁଣ୍ଟ ଉପରେ ଚଢ଼ି ଯାଇ ହାଏଭୋଲଟେଜ ଡ୍ରାମା ଆରମ୍ଭ କରିଥିଲେ । ମହିଳାଜଣଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବାସହ ମହିଳାଙ୍କୁ ବୁଝସୁଜାକରିବାପରେ ସେ ଓହ୍ଲାଇଥିଲେ ।ଏହି ଘଟଣା ବୁଧବାର ଦ୍ବିପହର ସମୟରେ ଉତ୍ତରପ୍ରଦେଶର ଗୋରଖପୁରର […]

ପ୍ରାର୍ଥୀ ଘୋଷଣାକଲା କଂଗ୍ରେସ

ଭୁବନେଶ୍ୱର,୨।୪(ଏସଏସନିଉଜ) ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଛି କଂଗ୍ରେସ ।୮ଲୋକସଭା ଓ ୪୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକରିଛି କଂଗ୍ରେସ ଆସନ୍ତୁ ଜାଣିବା…. ଲୋକସଭା ପ୍ରାର୍ଥୀ- ୧) ବରଗଡ଼-ସଞ୍ଜୟ ଭୋଇ ୨) ସୁନ୍ଦରଗଡ଼-ଜନାର୍ଦ୍ଧନ ଦେହୁରୀ ୩) ବଲାଙ୍ଗିର- ମନୋଜ ମିଶ୍ର ୪) କଳାହାଣ୍ଡି-ଦ୍ରୌପଦୀ ମାଝୀ ୫) ନବରଙ୍ଗପୁର-ଭୁଜବଳ ମାଝୀ ୬) କନ୍ଧମାଳ-ଅମିର ଚାନ୍ଦ ନାୟକ ୭) ବ୍ରହ୍ମପୁର-ରଶ୍ମିରଞ୍ଜନ ପଟ୍ଟନାୟକ ୮) କୋରାପୁଟ-ସପ୍ତଗିରି ଉଲ୍ଲାକା ବିଧାନସଭା ପ୍ରାର୍ଥୀ- ୧) ନୂଆପଡ଼ା-ଶରତ ପଟ୍ଟନାୟକ ୨) ପଦ୍ମପୁର-ଟଙ୍କଧର ସାହୁ ୩) […]

ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । 1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ 2. ବିଜେପୁର-ସନତ କୁମାର ଗର୍ତିଆ 3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ 4. ଅତାବିରା-ନିହାର ରଞ୍ଜନ ମହାନନ୍ଦା 5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ 6. ବ୍ରଜରାଜନଗର-ସୁରେଶ ପୂଜାରୀ 7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ 8. ତଲସରା-ଭବାନୀ ଶଙ୍କର ଭୋଇ 9. ସୁନ୍ଦରଗଡ-କୁସୁମ ଟେଟେ 10.ବୀରମିତ୍ରପୁର-ଶଙ୍କର […]

ଟ୍ରକ୍‌କୁ ପିଟିଲା ସ୍କର୍ପିଓ-୨ ମୃତ

ଭଦ୍ରକ,୨।୩(ଏସଏସନିଉଜ) ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଦେଲା ସ୍କର୍ପିଓ।ଯାହାଫଳରେ ୨ଜଣଙ୍କର ମୃତୁ ହୋଇଛି ।ସ୍କର୍ପିଓ ଡ୍ରାଇଭର ସହ ଜଣେ ମହିଳାଙ୍କ ମୃତୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।ଏନଏଚ୍‌ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସେହିପରି ଅଟୋ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୫ଜଣଙ୍କର ଜୀବନ ଯାଇଛି। ମଧ୍ୟପ୍ରଦେଶର ଚିତ୍ରକୋଟ ଅଞ୍ଚଳରେ ଏହିଭଳିମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା […]

ପଦ୍ମ ଧରିଲେ

ଭୁବନେଶ୍ୱର,୨୮ା୩(ଏସଏସନିଉଜ)ବିଜେପିରେ ମିଶିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।ଏମାନେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।