ଦୀନବନ୍ଧୁ ନାୟକ ଗିରଫ
ଭୁବନେଶ୍ୱର,୨୨।୮(ଏସଏସନିଉଜ)ସରିଲା ଦୁଇ ଦିନର ଲୁଚକାଳି ଖେଳ।ଗିରଫ ହେଲେ ସ୍ମାର୍ଟସିଟି ଅନ୍ ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ଅଧ୍ୟକ୍ଷ ଦୀନବନ୍ଧୁ ନାୟକ।ପୁରୀରୁ ଦୀନବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Browsing category
ଭୁବନେଶ୍ୱର,୨୨।୮(ଏସଏସନିଉଜ)ସରିଲା ଦୁଇ ଦିନର ଲୁଚକାଳି ଖେଳ।ଗିରଫ ହେଲେ ସ୍ମାର୍ଟସିଟି ଅନ୍ ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ଅଧ୍ୟକ୍ଷ ଦୀନବନ୍ଧୁ ନାୟକ।ପୁରୀରୁ ଦୀନବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
୨୦୨୬ ମସିହା,ଅଗଷ୍ଟମାସ,୨୨ତାରିଖ,ଶନିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଅଧିବାସ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ) ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୨୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୭/୨୬,ଶ୍ରାବଣମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୧/୪୬ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ.ନକ୍ଷତ୍ର-ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୩/୧୮ମିପର୍ଯ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ,ରାତ୍ରି ଘ୧/୪୬ମି ପରେ ଆଗ୍ନେୟ କୋଣରେ । ଶନିବାର,ବୈଧୃତିଯୋଗ ଓ ପାପସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ, ଚନ୍ଦ୍ରଶୁଦ୍ଧି- ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଏବଂ ଦିବା ଘ୩/୧୮ମିପରେ ମେଷ,ମିଥୁନ,କର୍କଟ,ସିଂହ, ବିଛା,ଧନୁ ଓ ମୀନ […]
ଭୁବନେଶ୍ୱର,୨୧।୮(ଏସଏସନିଉଜ)ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି।୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ।ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଛି।ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷଦର୍ଶନ କରୁଛନ୍ତି।ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି ପ୍ରଣବ।ରୂପସୀ ରାଣୀ ଗୋ ମୋର, ଏମିତି ରାତି ସେ ଯେ ଅଭୁଲା ସ୍ମୃତି ଆଦି ଗୀତ ଆଜି ବି ଗୁଞ୍ଜରଣ ସୃଷ୍ଟି କରୁଛି।
ଭୁବନେଶ୍ୱର, ୨୦|୮(ଲିଙ୍ଗରାଜ ରାଉତ)ରାଜ୍ୟର ଗର୍ବ ଓ ଗୌରବ ସାଜିଥିବା ନନ୍ଦନକାନନରେ ବାଘ ଛୁଆ ପ୍ରିନ୍ସ,ବ୍ଲାକ୍ ବକ୍ ମୃତ୍ୟୁ ପରେ ଆଜି ପୁଣି ଏକ ଜଳହସ୍ତୀର ମୃତ୍ୟୁ ହୋଇଛି।ଗୋଟିଏ ସପ୍ତାହ ଭିତରେ ୩ଟି ଜନ୍ତୁଙ୍କ ମୃତ୍ୟୁ ଜନ୍ତୁ ବିଭାଗର ପରିଚାଳନାଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଜଳହସ୍ତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା।ଏସିଏଫ୍ ଡା. ରୁଦ୍ର ରଥଙ୍କ ତତ୍ୱାବଧାନରେ ଡାକ୍ତରୀଟିମ୍ ଚିକିତ୍ସା କରୁଥିଲେ ବୋଲି କୁହାଯାଉଥିଲା, ତଥାପି ଜଳହସ୍ତୀକୁ ବଞ୍ଚାଯାଇ ପାରିଲେନାହିଁ। ତେବେ ପ୍ରଶ୍ନଉଠୁଛି,ଅସୁସ୍ଥ ପ୍ରାଣୀଙ୍କ […]
ଭୁବନେଶ୍ୱର,୧୯।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ବେପାର ଓ ଗୁଣ୍ଡାଗିରି ! ସଫେଇ ସାମଗ୍ରୀ ନାଁରେ ନକଲି ସାମଗ୍ରୀ ଯୋଗାଣ ହେଉଥିବାର ଘଟଣା ଆଜି ଧରାପଡିଛି। ଆର ଆର ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ବୁଧବାର ଆସିଥିବା ୧୩୦ ବୋତଲ ଫିନାଇଲ ମଧ୍ୟରୁ ଅଧିକାଂଶ ମାଟିଆ ରଙ୍ଗର ଓ ବିନା ସିଲର ନକଲି ଥିଲା। ଡ୍ୟୁଟିରେ ଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ ଏହାକୁ ରିସିଭ କରିବାକୁ ମନା କରିବା ପରେ କିପରି ବର୍ଷ ବର୍ଷ ଧରି ଏହି କାରବାର […]
ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ଦେଶଭକ୍ତିର ଭାବନା ସହିତ ପାଳିତ ହୋଇଯାଇଛି। […]
କଟକ,୧୪।୮(ଏସଏସନିଉଜ)ଏନଡିଆରଏଫ ପକ୍ଷରୁ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଶୁକ୍ରବାର ବଢ଼ି ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ଚାରୋଟି ଉଦ୍ଧାରକାରୀ ଦଳ ଯାଇଛନ୍ତି।ଏସଆରସିଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଜାରି ରହିଥିବା ବନ୍ୟା ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନରୁ ଏନଡିଆରଏଫର ପ୍ରାୟ ୨୫୦ ଜଣ ଉଦ୍ଧାର କର୍ମୀଙ୍କୁ ନେଇ ଗଠିତ ମୋଟ ୭ଟି ଟିମ୍କୁ ବନ୍ୟା ପ୍ରଭାବିତ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାକୁ ଯାଇ ସେଠାରେ ନିୟୋଜିତ […]
ଭୁବନେଶ୍ୱର,୧୩।୮(ଏସଏସନିଉଜ)ସଜେଇ ହେଉଛି ନନ୍ଦନକାନନ।ଆଉ ଦିନ କେଇଟା ପରେ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି।ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ଜୀବଜନ୍ତୁ ଆଣି ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେବାକୁ ଯୋଜନା କରିଛି ନନ୍ଦନକାନନ।ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।ନୂତନ ଜ୍ଞାନକୌଶଳ ସାଙ୍ଗକୁ ପାକୃତିକ ପରିବେଶର ଛାପ ଦିଆଯାଇ ନୂଆରୂପ ରେଖରେ ଶୋଭାପାଇବାକୁ ଯାଉଛି ବିଭିନ୍ନ ଜନ୍ତୁ ଖୁଆଡ । ପ୍ରକାଶଯେ, ନନ୍ଦନକାନନକୁ ବିଶ୍ଵପ୍ରସିଦ୍ଧ କରିବାପାଇ ଯୋଜନା ଆରମ୍ଭ ହୋଇଯାଇଛି।ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦରେ ପରିସରର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି।ଆଗକୁ […]
ମେଣ୍ଢାଶାଳ,୯।୮(ଏସଏସନିଉଜ) ପାଇକ ବୀର ସଂଗ୍ରାମୀ ସହିଦି ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୫ତମ ବଳିଦାନ ଦିବସ ସହ କ୍ଲାନ୍ତି ଦିବସ ଦାରୁଠେଙ୍ଗ ପିଣ୍ଡିକି ପଡିଆରେ ରବିବାର ଦିନ ପାଳିତ ହୋଇଯାଇଛି l ଏହି ଦିନଟିକୁ ସହୀଦଙ୍କ ପାଈଁ ଉତ୍ସାଗ୍ରୀକୃତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ପାଇକ ସଂଘଠନ, ପିଣ୍ଡିକି ୟୁଥ କ୍ଲବ, ଶ୍ରୀ ରାଧା ଟ୍ରଷ୍ଟ ଓ ସହିଦି ପିଣ୍ଡିକି ସ୍ମୃତି କମିଟି ଏକତ୍ରିତ ମିଶି ବଳିଦାନ ଦିବସ ପାଳନ କରିଥିଲେ l ପ୍ରଥମେ ପଡିଆରେ ଥିବା ପିଣ୍ଡିକିଙ୍କ ପ୍ରତି୍ମୃତିରେ ମାଲ୍ୟ […]
ବଲାଙ୍ଗିର,୭।୮(ଏସଏସନିଉଜ)ପାଖେଇ ଆସୁଛି ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ।ପଶ୍ଚିମ ଓଡ଼ିଶାର ମହାନଗଣପର୍ବ ନୂଆଁଖାଇପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।ବଲାଙ୍ଗୀରଜିଲା ପାଇଁ ପାଟଣାମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସରୁ ଶୁକ୍ରବାର ଘୋଷଣା କରାଯାଇଛି ନୂଆଖାଇଁଲଗ୍ନ।ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସକାଳ ୯ଟା ୩୬ମିନିଟରୁ ୧୦ଟା ୧୦ମିନିଟ ଯାଏ ଅମୃତବେଳା ଥିବାରୁ ଏହି ସମୟମଧ୍ୟରେ ସମସ୍ତ ଦେବାଦେବୀଙ୍କଠାରେ ନୂଆଁଅର୍ପଣ କରାଯିବବୋଲି ରାଜପୁରୋହିତ ସନ୍ତୋଷକୁମାରଦାଶ ସୂଚନା ଦେଇଛନ୍ତି।