Browsing daily archive

October 2, 2020

ପୋଲିସର ତନାଘନା ଆରମ୍ଭ

ବାରଙ୍ଗ,୨/୧୦(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ବ୍ୟାଙ୍କଅଫଇଣ୍ଡିଆ ବରିମୁଣ୍ଡଶାଖାରୁ ଦିନଦିହିପହରରେ ବନ୍ଧୁକ ଦେଖାଇ ୮ଲକ୍ଷ ଟଙ୍କା ଲୁଟି ହୋଇଥିବା ଘଟଣାକୁ କମିସିନେରେଟ ପୋଲିସ ଗୁରୁତର ସହ ନେଇଛି ।ଏହି ଘଟଣାର ପର୍ଦାଫାସ କରିବାପାଇଁ ଯୋରଦାର ଉଦ୍ୟମ ଆରମ୍ଭ କରିଛି ।ସୋମବାରଦିନ ଦିନରେ ଏହି ଘଟଣା ଘଟିଥିବାବେଳେ ଏହାମଧ୍ୟରେ ୫ଦିନ ବିତିବାକୁ ବସିଥିବାବେଲେ ପୋଲିସ ହାତରେ ଘଟଣାର ସମ୍ପୃକ୍ତ ଯୁବକ ଧରାପଡିନାହିଁ ।ତେବେ ବ୍ୟାଙ୍କ ଭିତରେ ହେଲମେଂଟ ପିନ୍ଧି ପଶି ବନ୍ଧୁକ ଦେଖାଇ ଟଙ୍କା ଲୁଟିଥିବା ଯୁବକ କିଏ ?ଏହାକୁ ଜାଣିବା […]

ମାଛର ଦାମ ଲକ୍ଷେ ୪୧ ହଜାର

ଚାନ୍ଦବାଲି,୨/୧୦(ଏସ ଏସ ନିୟୁଜ ) ମାଛର ଦାମ ଲକ୍ଷେ ୪୧ ହଜାର। ଏପରି ମାଛ ଭଦ୍ରକ ଜିଲ୍ଲା ଧମରାର ଗଭୀର ସମୁଦ୍ରରୁ ଧରାଯାଇଛି। କୋଲକାତାର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡ଼ିଛି।ପ୍ରକାସ ଯେ,ଗତକାଲି ଚନ୍ଦନୀପାଳ ଗାଁର ଗୋବିନ୍ଦ ମଣ୍ଡଳ ଓ ତାଙ୍କ ସାଥୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ୨୨ କେଜି ଓଜନର ମାଛ ପଡ଼ିଥିଲା। ଯାହାର ନାଁ ‘ତେଲିଆ’ ମାଛ। ଏହି ମାଛକୁ ଧରି […]

ବିଶ୍ଵଅହିଂସା ଦିଵସ ପାଳନ ଓ କରୋନା ମିଡ଼ିଆ ସଚେତନତା

ସାକ୍ଷୀଗୋପାଳ, ୨/୧୦(ଏସଏସନିୟୁଜ ) ଜାତିର ପିତା ମହାତ୍ମା ଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାଦ ସଭା ଗୃହରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଖବରକାଗଜ ଶିକ୍ଷା ବାର୍ତା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଆଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ସମାଜସେବୀ ରିଜ କିଶୋର ସ୍ବାଇଁ, ବିଶିଷ୍ଟ ଆତିଥି ସୁନୀଲ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବରେ ଡା ଵାସନ୍ତୀ […]

ପିଚୁ କାରଖାନାରେ ନିଆଁ

ସମ୍ବଲପୁର,୨/୧୦(ଏସ ଏସ ନିୟୁଜ )ପିଚୁ କାରଖାନାରେ ନିଆଁ ।ଏହିଭଳି ଘଟଣ। ଘଟିଛି ସମ୍ବଲପୁରରେ ଥିବା ପିଚୁ କାରଖାନାରେ।ପିଚୁ କାରଖାନାରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତିଜଳିପୋଡି ପାଉଁଶ ହୋଇଯାଇଛି ।ବିଳମ୍ୱିତ ରାତିରେ ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟି ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ୪ଟି ଦମକଳ ବାହିନୀ ଆସି ନିଆଁ ଆୟତ କରିଥିଲା।

ଦିବ୍ୟାଙ୍ଗ ମାନଙ୍କୁ ବେଟାରି ଚାଳିତ ସାଇକେଲ

ସାକ୍ଷୀଗୋପାଳ, ୨/୧୦(ଏସ ଏସ ନିୟୁଜ ) ପଵିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସତ୍ୟବାଦୀ ବ୍ଲକରେ ୧୪ ଜଣ ଦିବ୍ୟାଙ୍ଗ ଙ୍କୁ ବ୍ୟିଟେରି ଚାଳିତ ସାଇକେଲ ପ୍ରଦାନ କରାଯାଇଛି। ନିଉ ଇଣ୍ଡିଆ ଆସୁରାନ୍ସ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମ ର ମୁଖ୍ୟ ଆତିଥି ଭାବରେ ପୁରୀଜିଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଯୋଗ ଦେଇ ସାଇକେଲ ବଣ୍ଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ବ୍ଲକ ପ୍ରୋଗ୍ରାମ ସହାୟିକା ରାଜଶ୍ରୀ ମହାନ୍ତି, ଆଲମିକାର ସହକାରୀ ପରିଚାଳକ ଦୀଲ୍ଲିପ କୁମାର […]

ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା

ରାଜ୍ୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା-କେନ୍ଦ୍ର ସରକାରଙ୍କ ଅନଲକ୍ ୫.୦ ଗାଇଡଲାଇନ୍ ପରେ ଆଜି ରାଜ୍ୟ ସରକାର ନିଜସ୍ୱ ଗାଇଡଲାଇନ୍ ଜାରି କରିଛନ୍ତି।-କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ରହିବ।-ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିସନର କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ।-କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ […]

୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ

ଖବରଆଜି ସକାଳର ,ଆଜିରତାରିଖ ୦୨/୧୦/୨୦ ଶୁକ୍ରବାର।୧-ଆଇପିଏଲ୍ ଟକ୍କର: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ୪୮ ରନର ବଡ଼ ବ୍ୟବଧାନରେ ପଞ୍ଜାବକୁ ହରାଇଲା ରୋହିତ୍ ବାହିନୀ ।୨-ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ୫ ଜିଲ୍ଲାକୁ ଅରେଂଜ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।୩-ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ୍ : ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସିନେମା ହଲ୍ ।୪-ଲାଗୁ ହେଲା ବର୍ଦ୍ଧିତ […]

ଆଜିର ରାଶିଫଳ

ଅକ୍ଟୋବର ୦୨ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ପ୍ରତିପଦ , ନକ୍ଷତ୍ର-ଉତ୍ତରଭାଦ୍ର ,ଧନୁ ରାଶି ର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନ ରାଶିର ଘାତବାର , ଆଜି ପ୍ରତିପଦାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ।ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ।ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର […]