Browsing daily archive

October 3, 2020

ବିରୋଧ ଦିବସଭାବେ ପାଳିଲା ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ଭାରତୀୟ ସାମ୍ବାଦିକ ସଂଘ (ଆଇଜେୟୁ)ର ଡାକରାରେ ସାରାଦେଶରେ କାର୍ଯ୍ୟରତ ସାମ୍ବାଦିକମାନେ ୨ଅକ୍ଟୋବରକୁ ଦେଶବ୍ୟାପୀ ବିରୋଧ ଦିବସ ଭାବେ ପାଳନ କରିଛନ୍ତି । ମହାମାରୀ କରୋନା ବିରୁଦ୍ଧରେ ସାମ୍ବାଦିକମାନେ କାର୍ଯ୍ୟକରୁଥିଲେ ମଧ୍ୟ ରାଜ୍ୟ ତଥା କେନ୍ଦ୍ରସରକାର ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ନଦେବା ପ୍ରତିବାଦରେ ଗାନ୍ଧୀଜୟନ୍ତୀକୁ ବିରୋଧ ଦିବସଭାବେ ପାଳିବାକୁ ଆଇଜେୟୁ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।ଏହାକୁ ସମର୍ଥନ କରି ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ପକ୍ଷରୁ ସାମ୍ବାଦିକମାନେ ପଦଯାତ୍ରା କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ […]

କରୋନା ଫଣ୍ଡକୁ ୧ଲକ୍ଷ ଟଙ୍କା ଦାନ

ସାକ୍ଷୀଗୋପାଳ, ୩/୧୦(ଏସ ଏସ ନିୟୁଜ)-କରୋନା ମହାମାରୀ ରେ ସଂକ୍ରମଣ ଙ୍କ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ଛତୁ ଉତ୍ପାଦନ କାରୀ ମହାସଂଘ ଶନିବାର ପୁରୀ ଅତିରିକ୍ତ ଜିଲ୍ଲାପାଳ (ରାଜଶ୍ବ) ସୁବାଷ ଚନ୍ଦ୍ର ନାଥ ଶର୍ମା ଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟାଙ୍କ ଚେକ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ଼ -୧୯ ପରିଚାଳନା ପାଇଁ ମହସଂଘର ଛତୁଚାଷୀ ମାନେ ସ୍ବେଚ୍ଛାକୃତ ଦାନ କରିଥିବା ମହାସଂଘ ରାଜ୍ୟ ଅଧ୍ୟକ୍ଷ ପ୍ରଫେସର ଆଦୈତ ପ୍ରସାଦ ପାତ୍ର କହିଛନ୍ତି। ଅଧ୍ୟକ୍ଷ ଶ୍ରୀ […]

ବିଭିନ୍ନ ରାଜନୌତିକ ଦଳ ଓ ଅନୁଷ୍ଠାନ ପାଳିଲେ ଗାନ୍ଧୀ ଜୟନ୍ତି

ଡେଲାଙ୍ଗ, ୨/୧୦(ଏସଏସନିୟୁଜ ) ଡେଲାଙ୍ଗ ବ୍ଲକରେ ଆଜି ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ, ଅନୁଷ୍ଠାନ ଓ ରାଜନୌତିକ ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି ।ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ସେବା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ସରୋଜ ପଣ୍ଡାଙ୍କ ତତ୍ୱାବଧାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତି ପାଳନ ହୋଇଯାଇଛି ।ରାଜ୍ୟକୁ ନିଶାମୁକ୍ତ କରିବା ଉଦେଶ୍ୟ ରେ କସ୍ତୁରବା ଗାନ୍ଧି ରାଷ୍ଟ୍ରିୟ ସ୍ମାରକୀ ଟ୍ରଷ୍ଟ ଓ ମିଳିତ ଓଡିଶା ନିଶାନିବାରଣ […]

ଡେଲାଙ୍ଗ ପୋଲିସକୁ ବଡ ସଫଳତା,ଧରିଲେ ବାଇକ୍ ଲୁଟେରା ଗ୍ୟାଙ୍ଗ

ଡେଲାଙ୍ଗ ,୨/୧୦(ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଆଉଏକ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିଛି । ଏହି ଗ୍ୟାଙ୍କର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରାଯାଇଥିବା ଡେଲାଙ୍ଗ ଥାନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଏସ.ଡି.ପି.ଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ନୟାଗଡ ଜିଲ୍ଲାର ପାମ୍ପେଡା ଗ୍ରାମର କାଲୁ ଭୋଇ(୨୫),ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ମଦ ଅରବାଜ(୨୨),ଖୋର୍ଦ୍ଧା ବାରଘରପାଟଣା ଗ୍ରାମର ରାକେଶ କାଣ୍ଡି(୨୪),ଜଙ୍କିଆ […]

ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ …

ଖବର ଆଜିସକାର,ତାରିଖ ୦୩/୧୦/୨୦ ଶନିବାର ।୧-ଆପଣ କପଲ ଚ୍ୟାଲେଞ୍ଜରେ ଫଟୋ ପୋଷ୍ଟ କରୁଛନ୍ତି କି ? ଜୀବନସାଥୀଙ୍କ ଫଟୋ ଛାଡୁଥିଲେ ହୋଇଯାଆନ୍ତୁ ସତର୍କ । ପରାମର୍ଶ ଦେଲା ପୋଲିସ ।୨-ଆଇପିଏଲ ଟକ୍କର: ପୁଣି ଚିତପଟାଙ୍ଗ ମାରିଲା ଚେନ୍ନାଇଟ୍ଟରୋମାଞ୍ଚକର ମ୍ୟାଚରେ ୭ ରନରେ ବିଜୟ ହାସଲ କଲା ହାଇଦ୍ରାବାଦ ।୩-ହାଥରସ କେସ୍: ନୀରବତା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କହିଲେ-ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ।୪-ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟା‌ପୀ ବିରୋଧ ତେଜିଲା […]

ଆଜିର ରାଶିଫଳ

ଅକ୍ଟୋବର ୦୩ ତାରିଖ ୨୦୨୦ମସିହା(ଶନିବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ଦ୍ଵିତୀୟା, ମେଷ ରାଶି ର ଘାତଚନ୍ଦ୍ର ବୃଷ, ସିଂହ,ଓ କନ୍ୟା ରାଶିର ଘାତବାର ଆଜି ଦ୍ଵିତୀୟାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଜିର ରାଶିଫଳ।ମେଷ-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।ବୃଷ-ସନ୍ତାନ ସମ୍ବନ୍ଧୀତ ଶୁଭ […]