Browsing daily archive

October 4, 2020

ସାମନ୍ତରାପୁରରେ ହତ୍ୟାକାଣ୍ଡ

ଭୁବନେଶ୍ବର,୪/୧୦(ଏସ ଏସ ନିୟୁଜ )ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଦୁର୍ଗା ମଣ୍ଡପ ପାଖରେ ଜଣେ ମିଠା ଦୋକନୀ କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ବ୍ୟବସାୟୀକ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।ଏହି ମିଠା ଦୋକାନୀକୁ ଅନ୍ୟ ଜଣେ ମିଠା ଦୋକାନୀ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି।ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ବର –ପୁରୀ ରାସ୍ତା ଅବରୋଧ କରିଥିଲେ।ଖବର ପାଇ ପୁଲିସ ଆସି ଉତ୍ତ୍ୟକ୍ତଲୋକ ଙ୍କୁ […]

ଶ୍ରମଚୋର

ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥାନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାୟିତ୍ୱରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥାନ୍ତି ତାଙ୍କ ନାମ ଦିଲ୍ଲିପ । ସେ ଶିକ୍ଷିତ ଓ […]

ବିଡ଼ିଓ ଙ୍କୁ ବିଦାୟୀ ସମ୍ଵର୍ଦ୍ଦନା

ସାକ୍ଷୀଗୋପାଳ, ୪/୧୦(ଏସ. ଏସ . ନିଉଜ)ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ରବିବାର ବିଡ଼ିଓ ସରୋଜ କୁମାର ଦତ୍ତ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସତ୍ୟବାଦୀ ପଞ୍ଚାୟତ ସମିତି ଅଧକ୍ଷା ସସ୍ମିତା ପ୍ରଧାନ ଙ୍କ ପୌରହିତରେ ଆୟୋଜିତ ସଭାରେ ଉପାଧ୍ୟକ୍ଷ ବିକ୍ରମ ଯେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେଵାଶିଷ ରାୟ, ଏବିଡିଓ ସିରଦା ପ୍ରସନ୍ନ ମହାନ୍ତି, ସହକାରୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ଶତପଥି, ଜିପିଓ ମଣ୍ଟୁ […]

ବଢୁଛି ଭାରତ-ଆମେରିକା ମଧ୍ୟରେ ସାମରିକ ସହଯୋଗ

ଖବର ଆଜି ସକାଳର,ତାରିଖ ୦୪/୧୦/୨୦ ରବିବାର୧-ବିରାଟଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।୨-ଆଇପିଏଲ୍‌-୧୩: କୋଲକାତା ନାଇଟ ରାଇଡର୍ସକୁ ୧୮ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍।୩-ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ।୪-ଆଜି ୟୁପିଏସ୍‌ସି ପ୍ରିଲିମିନାରୀ; ୧୦.୫୮ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।୫-ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି। […]

ମହାରଥୀଙ୍କ ମହାଯାତ୍ରା ,କରୋନାରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ

ଆଉ ଶୁଭିବ ନାହି ଶହେ ଘୋଡାକୁ ଶହେ ହାତୀ,ଏକା ଲଢିବେ ମହାରଥୀ ,ଟଳି ଗଲେ ମହାରଥୀଡେଲଙ୍ଗ,୪/୧୦(ଏସ ଏସ ନିୟୁଜ )ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଘଟିଛି ।ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ କରୋନା ପଜିଟିଭ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ମୃତ୍ୟ ହୋଇଥିବାର ସୂଚନା ମିଳିଛି ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଗତକାଲି ମୁଖ୍ୟମନ୍ତ୍ରୀ ପରିବାର ସହ କଥା ହୋଇଥିଲେ ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସ […]

ଆଜିର ଦିନଟି କିପରି କଟିବ ଜାଣନ୍ତୁ ?

ଅକ୍ଟୋବର ୦୪ ତାରିଖ ୨୦୨୦ମସିହା(ରବିବାର), ଆଶ୍ଵିନ-ମଳ କୃଷ୍ଣପକ୍ଷ ,ତିଥି-ଦ୍ଵିତୀୟା,ମେଷ ରାଶି ର ଘାତଚନ୍ଦ୍ର , ମେଷ ରାଶିର ଘାତବାର, ଆଜିତୃତୀୟାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ଆଜିର ରାଶିଫଳ ।ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ […]