Browsing daily archive

October 6, 2020

ଚୋରାଗାଡି ରାକେଟର ପର୍ଦ୍ଦାଫାସ କଲା ଡେଲାଙ୍ଗ ପୋଲିସ

ଡ଼େଲାଙ୍ଗ (ଏସ୍ ଏସ୍ ନିୟୁଜ) ଡ଼େଲାଙ୍ଗ ଥାନା ଗତ ୪ ଦିନ ତାଳେ ଚୋରା ଗାଡି ରାକେଟ ର ପର୍ଦ୍ଦାଫାସ କରି ୪୫ ଟି ବାଇକ୍ ଉଦ୍ଧାର କରି ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲରେ ସମ୍ପୃକ୍ତ ଥିବା ଅନ୍ୟ ତମ ଅଭିଯୁକ୍ତ କୁ ପୋଲିସ ଖୋଜୁଥିଲା  । ଆଜି ଅଭିଯୁକ୍ତ ନୟାଗଡ଼ ଟାଉନ୍ ଥାନା ଅଞ୍ଚଳ ଦେଉଳ ପାଲି ଗ୍ରାମର ଦୀପକ ପ୍ରଧାନ (୨୨) ଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରି […]

ପୁଣି କମିସନରେଟ୍ ପୋଲିସକୁ ଚ୍ୟାଲେଞ୍ଜ,ବନ୍ଧୁକରେ ଆକ୍ରମଣ କରି ଲୁଟ୍

ଭୁବନେଶ୍ବର:୬/୧୦(ଏସଏସଏନ୍) କମିଶନରେଟ ପୋଲିସକୁ ଲୁଟେରାଙ୍କ ପୁଣି ଚାଲେଞ୍ଜ । ବନ୍ଧୁକରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଥିକ ଟଙ୍କା । ଏଭଳି ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଉକ୍ତ ଅଞ୍ଚଳର ଚଣାହାଟ ଛକ ନିକଟରେ ଦୁର୍ବୁତ୍ତ ବନ୍ଧୁକରେ ଆକ୍ରମଣ କରି ଉଜ୍ଜିବନୀ ସଂସ୍ଥା କର୍ମଚାରୀଙ୍କ ନିକଟରୁ ଏକ ଲଷ ୧୨ ହଜାର ଟଙ୍କା ଲୁଟିନେଇଛନ୍ତି ।ଆଚାର୍ଯୀବିହାର ନିକଟସ୍ଥ ଆପୋଲୋ ହସ୍ପିଟାଲ ପାଖରୁ ଦୁର୍ବୂତ ମାନେ ଜଣେ  ମହିଳାଙ୍କ ବେକରୁ ସୁନାଚେନ […]

କୌଣସି ଯୁଦ୍ଧରେ ଚୀନ୍ ଭାରତକୁ ପାରିବ ନାହିଁ

ଖବର ଆଜି ସକାଳର,ତାରିଖ ୦୬/୧୦/୨୦ ମଙ୍ଗଳବାର। ୧-ଚାଲିଲାନି ବାଙ୍ଗାଲୋର ବ୍ୟାଟସମ୍ୟାନଙ୍କ ବ୍ୟାଟ୍, ୫୯ ରନରେ ଜିତିଲା ଦିଲ୍ଲୀ, ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଲା। ୨-୪୨ତମ ଜିଏସଟି କାଉନସିଲ ବୈଠକ; ରାଜ୍ୟଗୁଡ଼ିକୁ ମିଳିବ ୨୦ ହଜାର କୋଟି କ୍ଷତିପୂରଣ। ୩-ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ସର୍ବଭାରତୀୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କଲେ କଣ୍ଟାବାଞ୍ଜିର ଦୁଇ ଓଡ଼ିଆ ଭାଇ । ୪-ପ୍ରତି ୧୦ ଜଣରୁ ଜଣେ କରୋନା ସଂକ୍ରମିତ ହେବା ଆଶଙ୍କା, […]

ଆଜିର ରାଶିଫଳ

ଅକ୍ଟୋବର ୦୬ ତାରିଖ ୨୦୨୦ମସିହା(ମଙ୍ଗଳବାର)ବିଛା ରାଶି ର ଘାତଚନ୍ଦ୍ର ,ମକର ରାଶିର ଘାତବାର ,  ଆଜି ଚତୁର୍ଥୀ ର ଏକୋଦିଷ୍ଟ ଓ ପଞ୍ଚମୀ ରପାର୍ବଣ ଶ୍ରାଦ୍ଧ ,-ଆଜିର ରାଶିଫଳ । ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷ-ଆଜି […]