Browsing daily archive

October 10, 2020

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

ଭୁବନେଶ୍ୱର, ୧୦/୧୦/(ଏସଏସନିୟୁଜ)କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଶ୍ରୀମତୀ ଦେଓ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତୀତରେ  ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍‍ କରାଯାଇଛି […]

ଅପରାଜିତାଙ୍କ କାର୍ଯ୍ୟାଳୟ ସିଲ୍‌କଲା ବିଏମ୍‌ସି

ଭୁବନେଶ୍ୱର,୧୦/୧୦(ଏସ୍‌ଏସ୍‌ନିୟୁଜ)ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଶନିବାରଦିନ ୧୫ଦିନପାଇଁ ସିଲ୍ କରାଯିବା ସହ ନୋଟିସ ଜାରି କରାଯାଇଛି ।ଏମପି ତାଙ୍କ ଜନ୍ମଦିନରେ ସାମାଜିକ ଦୁରତା ନରଖିବା ସହ ସାମିଲ ହୋଇଥିବା ମହିଳାମାନେ ମଧ୍ୟ ମାସ୍କ ପିନ୍ଧିନଥିଲେ । କୋଭିଡ ଗାଇଡଲାଇନ ଉଲଘଂନ କରିଥିବା ଅଭିଯୋଗରେଏମପିଙ୍କ ପଳାଶପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ସିଲ କରାଯାଇଥିବାର ଜଣାପଡିଛିା

କେଉଁ ରାଜ୍ୟରେ ଖୋଲିବ ସ୍କୁଲ ଜାଣନ୍ତୁ ..

ଭୁବନେଶ୍ବର ,୧୦/୧୦(ସତ୍ୟସନ୍ଧାନଡେସ୍କ)ଅନଲକ୍ ୫.୦ ର ନିର୍ଦ୍ଦେଶାବଳୀ ସହିତ ଅକ୍ଟୋବର ୧୫ ରୁ ସମସ୍ତ ରାଜ୍ୟର ବିଦ୍ୟାଳୟ-କଲେଜ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି  କେନ୍ଦ୍ର ସରକାର।ଏଥିସହିତ ଏହି ଆଦେଶ କାର୍ଯ୍ୟକାରୀ କରିବାର ଅଧିକାର ରାଜ୍ୟମାନଙ୍କୁ ଦିଆଯାଇଛି । ଏହି ଆଧାରରେ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ମଧ୍ୟପ୍ରଦେଶ ଇତ୍ୟାଦି ଅନେକ ରାଜ୍ୟ ସେମାନଙ୍କ SOP ଅନୁଯାୟୀ ବିଦ୍ୟାଳୟ ଖୋଲିବାକୁ ପ୍ରସ୍ତୁତ ହୋଇଛନ୍ତି। ଦିନକୁ ତିନି ଘଣ୍ଟା ପାଇଁ ପଞ୍ଜାବରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସ ଖୋଲିବା ପାଇଁ ନିସ୍ପତି ନିଆଯାଇଥିବାର […]

ଆଜିର ରାଶିଫଳ

ଅକ୍ଟୋବର ୧୦ ତାରିଖ ୨୦୨୦ମସିହା(ଶନିବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ଅଷ୍ଟମୀ,କନ୍ୟା ରାଶି ର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଆଜିଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ। ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ […]

ଲୋକ ଦେଖିବେ ନବୀନଙ୍କ ଡିଜିଟାଲ୍ ରାଲି

ଖବର ଆଜି ସକାଳର ,ତାରିଖ ୧୦/୧୦/୨୦ ଶନିବାର। ୧-ରାବାଡାଙ୍କ ଘାତକ ବୋଲିଂ । ୧୩୮ ରନରେ ଅଲଆଉଟ ହେଲା ରାଜସ୍ଥାନ ଦଳ । ୪୬ରନରେ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨-ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି।–ଶେଖପୁରାର ବରବିଘା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣେ ଦର୍ଜିଙ୍କ କଥା ୩–ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଲୋକ ଦେଖିବେ ନବୀନଙ୍କ […]