Browsing daily archive

October 13, 2020

ମୈଦାନକୁ ସିପାହୀ ଛାଡିଲା ହାତ

ଖବର ମଙ୍ଗଳବାର ସକାଳର ,ତାରିଖ ୧୩/୧୦/୨୦ । ୧-ବାଙ୍ଗାଲୋରର ବିଶାଳ ବିଜୟ, ୮୨ ରନରେ ହାରିଲା କୋଲକାତା ନାଇଟ ରାଇଡର୍ସ। ୨-ଗୁଗୁଲ୍ ବ୍ୟବହାକାରୀ ସାବଧାନ, ସର୍ଚ୍ଚରୁ ମିଳୁଛି ଆସୁଛି ଭୁଲ ତଥ୍ୟ, ଉପଯୋଗ ପୂର୍ବରୁ ତନଖନ୍ତୁ।ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଗୁଗଲ ସର୍ଚରେ କାହିଁକି ଦେଖାଉଛି ଏଭଳି ତଥ୍ୟ ? ୩-ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ପବନ ସହ ବହୁ ଜିଲ୍ଲାରେ ଅତିପ୍ରବଳ ବର୍ଷିବ; ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ୪-ମହଙ୍ଗା […]

ଆଜିର ରାଶିଫଳ

ଅକ୍ଟୋବର ୧୩ ତାରିଖ ୨୦୨୦ମସିହା(ମଙ୍ଗଳବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ଏକାଦଶୀ, କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର , ଅଦ୍ୟ ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ୱାଦଶୀ ର ପାର୍ବଣ ଶ୍ରାଦ୍ଧ. ଆଜିର ରାଶିଫଳ। ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଦିନଟିଏ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ […]