Browsing daily archive

October 16, 2020

ଥାନା ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ବାରଙ୍ଗ,୧୬/୧୦(ଏସଏସନିୟୁଜ) ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣକରି ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଂଚଳରେ ଦୀର୍ଘ ୨୨ଦିନ ଧରି ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନଏ.ଆଇ.ଏମ୍‌.ଏସ୍‌.ଏସ୍ ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ କରାଯାଇଛି।ଏହି ଉପଲକ୍ଷେ ଆଜି ବାରଙ୍ଗ ଠାରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ,ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାର ଆଜି ଛାତ୍ରୀ, ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ […]

ବାରଙ୍ଗରେ ବିକ୍ଷୋଭ କଲେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ

ବାରଙ୍ଗ,୧୬.୧୦(ଏସ ଏସ ନିୟୁଜ)ବିଦ୍ୟୁତଶୁଳ୍କ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବା,ଘନଘନ ବିଦ୍ୟୁତକାଟ ବନ୍ଦକରିବା,ଲୋଭୋଲ୍‌ଟେଜ୍‌ ସମସ୍ୟା ଦୂର କରିବା,ବିଜୁଳି ମିଟର ରିଡିଂ ଓ ବିଲ୍‌ର ତୃଟିବିଚ୍ୟୁତି କୁ ଦୂରକରିବା, ତଳେଝୁଲୁଥିବା ସମସ୍ତତାରକୁ ଉପରକୁ ଉଠାଯିବା ସହ ପୁରୁଣାତାରକୁ ପରିବର୍ତ୍ତନ କରିବା ,ବିଦ୍ୟୁତଗ୍ରାହକମାନଙ୍କୁ ରିହାତି ସମୟ ୭ଦିନ ପରିବର୍ତ୍ତେ ୧ମାସକୁ ବୃଦ୍ଧିକରିବା, ବିଦ୍ୟୁତସେବାକୁ ଟାଟାପାୱାରକୁ ହସ୍ତାନ୍ତର ବନ୍ଦକରି ସରକାରୀ ଅଧିନକୁଅଣିବା ,ସମସ୍ତଅଞ୍ଚଳକୁ କେବୁଲ ସଂଯୋଗ କରିବା ପ୍ରଭୃତି ୮ଦଫା ଦାବି ନେଇ ଆଜି ପୂର୍ବାହ୍ନରେ ବାରଙ୍ଗସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଠାରେ ବିଦ୍ୟୁତ […]

ଆଜିର ରାଶିଫଳ

ଅକ୍ଟୋବର ୧୬ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ଅମାବାସ୍ୟା , ବୃଷ ରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନ ରାଶି ର ଘାତବାର , ଆଜିଅମାବାସ୍ୟା ର ସାମ୍ବଚ୍ଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଆମିଷ ଭକ୍ଷଣ ନିଷେଧ, ଆଜିର ରାଶିଫଳ। ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା […]

ୟୁରୋପରେ ଭୟାନକ ହେଲାଣି Covid

ଖବର ଆଜି ସକାଳର,ତାରିଖ ୧୬/୧୦/୨୦ ଶୁକ୍ରବାର। ୧-ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୨-ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ। ୩-ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି।ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। […]