Browsing daily archive

October 25, 2020

ମନ୍ଦିରରେ ପଡିଲା ତାଲା

ବାରଙ୍ଗ,୨୫/୧୦(ଏସ୍‌ଏସ୍‌ନିୟୁଜ) ମନ୍ଦିରରେ ପଡିଲା ତାଲା ।ଏହି ଭଳି ଏକ ଘଟଣା ଘଟିଛି ବାରଙ୍ଗ କନକଦୁର୍ଗାଙ୍କ ମନ୍ଦିରରେ ।ଯାହାଫଳରେ ସର୍ବପୁରାତନ ମନ୍ଦିର ମା କନକଦୁର୍ଗାଙ୍କ ନିତୀକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି । ଦଶହରା ପାଇଁ ଏହି ପୀଠ ଚଳଚଂଚଳ ହୋଇଉଠିଥାଏ ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ଚଳିତ ବର୍ଷ ମନ୍ଦିରରେ ତାଲା ପକାଇଛି ।ଫଳରେ ବହୁ ଭକ୍ତ ନିରାଶ ହୋଇ ଫେରିଥିବାର ଦେଖିବାକୁ ମିଳିଛି ।ପ୍ରାୟତଃ ନବମୀ ଓ ଦଶମୀରେ ଏହି ଜାଗାରେ ଗାଡି ପୁଜା ହୋଇଥାଏ […]

ବିନା ଭକ୍ତ, ରକ୍ତରେ ହେଲା ଛତର ଯାତ୍ରା

ଖବର ଆଜିର,ତାରିଖ ୨୫/୧୦/୨୦ ରବିବାର। ୧-ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ । ୨-ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । ୩-ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ । ୪-ଚୀନ୍ […]

ଆଜିର ଦିନଟି କିପରି କଟିବ ଜାଣନ୍ତୁ ?

ଅକ୍ଟୋବର ୨୫ ତାରିଖ ୨୦୨୦ମସିହା(ରବିବାର)ଆଶ୍ଵିନ-ଶୁକ୍ଳପକ୍ଷତିଥି-ନବମୀ, ନକ୍ଷତ୍ର-ଧନିଷ୍ଟା , ସିଂହ ରାଶି ର ଘାତଚନ୍ଦ୍ର,ମେଷ ରାଶିର ଘାତ ବାର, ଆଜି ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, ଆଜି ଲାଉ , କଳମଶାଗ ଭକ୍ଷଣ ନିଷେଧ,ଆଜିର ରାଶିଫଳ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ […]