Browsing daily archive

October 27, 2020

କେନ୍ଦ୍ର ଜାରି କଲା ଅନଲକ୍-୬

ନୂଆଦିଲ୍ଲୀ,୨୭/୧୦(ସତ୍ୟସନ୍ଧାନ ଡେସ୍କ) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଅନଲକ୍ ୬ ପାଇଁ  ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଏହି ନିୟମ ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । କରୋନା ଭାଇରସ୍ ପର୍ଯ୍ୟାୟକୁ ଧ୍ୟାନରେ ରଖି ପୂର୍ବ ନିର୍ଦ୍ଦେଶାବଳୀକୁ ବଢାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏଥିରେ ବ୍ୟକ୍ତି ଏବଂ ସାମଗ୍ରୀର ଆନ୍ତ ରାଜ୍ୟ ତଥା ଆନ୍ତରାଜ୍ୟ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହିପରି ଗତିବିଧି ପାଇଁ କୌଣସି ପୃଥକ ଅନୁମତି , […]

ଆଜିର ରାଶିଫଳ

ଅକ୍ଟୋବର ୨୭ ତାରିଖ ୨୦୨୦ମସିହା(ମଙ୍ଗଳବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଏକାଦଶୀ, ଧନୁ ରାଶି ର ଘାତଚନ୍ଦ୍ର,ମକର ରାଶିର ଘାତ ବାର, ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ। ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ବୃଷ:-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। […]

ବାପା ପେଟରେ ପବଜୀ ଛୁରୀ

ଖବର ଆଜିର,ତାରିଖ ୨୭/୧୦/୨୦ ମଙ୍ଗଳବାର। ୧-ବାପା ପେଟରେ ପବଜୀ ଛୁରୀ । ପବଜୀ ଖେଳ ପାଇଁ ବାପାକୁ ଛୁରୀ ଭୁସିଦେଲା ପୁଅ ।–ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା । ୨-ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ । ୩-ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କୁ ବିଶ୍ରାମ । ୩ ଫର୍ମାଟର ମଙ୍ଗ ଧରିଲେ ବିରାଟ କୋହଲି । ୪-ପ୍ରଚାର […]