Browsing daily archive

October 30, 2020

ଆଜି ଦିନସାରାର ଖବର

ଆଜି ଦିନସାରାର ଖବର ସଂକ୍ଷେପରେ,ତାରିଖ : ୩୦/୧୦/୨୦୨୦ (ଶୁକ୍ରବାର) ??ନଭେମ୍ବରରୁ ଖୋଲିପାରେ ସିନେମା ହଲ୍ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍ ମାଲିକ। ପ୍ରେକ୍ଷାଳୟର ସିଟ୍ ସାନିଟାଇଜ୍ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । ??ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଶୀତରେ ବି ଥମିବାର ନାଁ ନେଉ ନାହିଁ। ଚୀନ ରକ୍ଷା ମନ୍ତ୍ରାଳୟ କହିଛି ଲଦାଖରେ ହାଡଭଙ୍ଗା ଶୀତରେ ଯବାନଙ୍କୁ ସୁରକ୍ଷିତ ରଖିବା ତଥା ଏହାର ମୁକାବିଲା କରିବା […]

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ

ଖବର ଆଜିସକାଳର,ତାରିଖ ୩୦/୧୦/୨୦ ଶୁକ୍ରବାର। ୧-ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ । ୨-ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ କରୋନା ଟିକା – ପ୍ରଧାନମନ୍ତ୍ରୀ ମୋଦୀ । ୩-ଅନୁଭୂତ ହେଲାଣି ଶୀତ : ସୋନପୁର ଓ ଅନୁଗୁଳରେ ୧୩ ଡିଗ୍ରିକୁ ଖସିଲା ପାରଦ । ୪-ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ […]

ଆଜିର ରାଶିଫଳ

ଅକ୍ଟୋବର ୩୦ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ, ମେଷ ରାଶି ର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତ ବାର , ଆଜିଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜି ବିରି ସନ୍ଧ୍ୟା ଘ ୦୫/୫୦ ଗତେ ଆମିଷ ଭକ୍ଷଣ ନିଷେଧ,ଆଜିର ରାଶିଫଳ । ମେଷ:-ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ […]