Browsing daily archive

November 21, 2020

ଋାଧାପାଦଦର୍ଶନ ମନା

ସାକ୍ଷୀଗୋପାଳ,୨୦/୧୧(ଏସଏସନିୟୁଜ) ପୁଣି କରୋନାପାଇଁ ଫିକା ପଡିଗଲା ରାଧାପାଦଦର୍ଶନ ।ଅଂଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଚଳିତବର୍ଷ ଭକ୍ତମନଙ୍କୁ ରାଧାପାଦଦର୍ଶନ କରିବାକୁ ବାରଣ କରିଛି ପ୍ରସାସନ ।କୋଢିଡ କଟକଣାରେ ରିତିନିତୀ ହେବାସହ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ମନା ହୋଇଛି ।ସୋମବାର ଅଁଳାନବମୀ ପଡୁଥିବାରୁ ବିନାଭକ୍ତରେ ଏହାକୁ ପାଳନ କରାଯିବ ।ଭକ୍ତମାନଙ୍କ ସମାଗମ ହେବାର ଆଶଙ୍କା କରାଯାଇ ମନ୍ଦିର ଚାରିପଟଳୁ ୧୪୪ଧାରା ଜାରି କରାଯିବ ବୋଲି ଶୁକ୍ରବାର ଦିନ ହୋଇଥିାବ ବୈଠକରେ ଜିଲ୍ଲାପ୍ରଶାସନ ଏହି ନିଷ୍ପତି ନେଇଛିି ।

ଆଜିର ରାଶିଫଳ

ନଭେମ୍ବର ୨୧ ତାରିଖ ୨୦୨୦ ମସିହା(ଶନିବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ରାତ୍ରି ,ସିଂହ ରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,ସପ୍ତମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ , ଆଜି ତାଳ ଭକ୍ଷଣ ନିଷେଧ, ଆଜିର ରାଶିଫଳ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ […]

ଜଳପଥରେ ଦମ୍ ଦେଖାଇଲେ ୪ ଦେଶ

ଆଜିର ଖବର, ତାରିଖ ୨୧-୧୧-୨୦ ଶନିବାର। ୧-ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା । ସରକାରଙ୍କୁ ରିପୋର୍ଟ ତଲବ, ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣୀ । ୨-ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ ବଦଳିଲେ : କେ ବିଶାଲ ସିଂହ ନୂଆ ଏସ୍‌ପି । ୩-ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।  ୪-ଦକ୍ଷିଣ ଭାରତକୁ ଭାରତ ଦର୍ଶନ ସ୍ୱତନ୍ତ୍ର ଟ୍ରେନ୍, ଜାନୁଆରି ୨ରୁ ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ […]