Browsing daily archive

November 24, 2020

ଆଜିର ରାଶିଫଳ

ନଭେମ୍ବର ୨୪ ତାରିଖ ୨୦୨୦ ମସିହା(ମଙ୍ଗଳବାର),କାର୍ତ୍ତିକ-ଶୁକ୍ଳପକ୍ଷତିଥି-ଦଶମୀ ,ଧନୁ ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର,ଦଶମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ,କଳମଶାଗ ଭକ୍ଷଣ ନିଷେଧ,ଆଜିର ରାଶିଫଳ।  ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ […]

ଆସିଲା ‘ସୁନ୍ଦରୀ ରାୟ

ଖବର ଆଜିରତାରିଖ ୨୪-୧୧-୨୦ ମଙ୍ଗଳବାର ୧-ବ୍ୟକ୍ତିଗତ ସମସ୍ୟାକୁ ଆଡେଇ ଦେଇ ରାଜକାର୍ଯ୍ୟ ପାଇଁ ଆଗେଇ ଆସିଲେ ରାଜ୍ୟପାଳ । ପତ୍ନୀଙ୍କ ବିୟୋଗ ପରେ ବି ଅଟକିଲାନି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସାକ୍ଷତକାର । ୨-ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ୩-CBSE ପ୍ରାକ୍ଟିକାଲ୍ ପରୀକ୍ଷା ତାରିଖ ଘୋଷିତ, ଝଙଚ ଜାରି, ବୋର୍ଡ଼ ପରୀକ୍ଷା ବାତିଲ କିମ୍ବା ଆଗକୁ ଘୁଞ୍ଚାଇବାର ପ୍ରସ୍ତାବ ନାହିଁ। ୪-ଗ୍ରାମାଞ୍ଚଳ ପିଲାଙ୍କ ଚିନ୍ତା ବଢ଼ାଇଲା ସରକାରଙ୍କ ସ୍କୁଲ ବନ୍ଦ […]