Browsing daily archive

November 26, 2020

ଶ୍ରୀ ଦୁର୍ଗା ଘିଅ କମ୍ପାନୀରେ ପୋଲିସର ଚଢାଉ

କଟକ,୨୬/୧୧(ଏସଏସନିୟୁଜ) କଟକ ମାଲଗୋଦାମଥାନା ପୋଲିସ ଏକ ଘିଅ କମ୍ପାନୀ ଉପରେ ଚଢାଉ କରି ଅପମିଶ୍ରଣ ଘିଅ ଜବତ କରିବା ସହ କମ୍ପାନୀର ମାଲିକ ନରସିଂହ ଦାସ ଓ ଅନ୍ୟ ଜଣେ କର୍ମଚାରୀ କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି । ପ୍ରକାସଯେ,କଟକ ସଦରଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ବାଇଁଲୋହାଟ ନିକଟସ୍ଥ , ରାହୁରା ଠାରେ ଶ୍ରୀ ଦୁର୍ଗା ନାମରେ ଏକ ଘିଅ କମ୍ପାନୀ ଚାଲିବା ସହ କଟକରେ ଏହି ବ୍ରାଣ୍ଡ ର ଘିଅ ଯୋଗାଣ କରାଯାଉଥିଲା […]

ଉଦ୍ଧାର ହେଲା ୧୦ଫୁଟିଆ ଅଜଗର

ବାରଙ୍ଗ,୨୬/୧୧(ଏସଏସନିୟୁଜ) ନରାଜ ପାଖରୁ ଏକ ୧୦ଫୁଟ ଲମ୍ବ ର ଅଜଗର ସାପ କୁ ଉଦ୍ଧାର କରିଛନ୍ତି ପିପୁଲ ଫର ଆନିମାଲ ସଦସ୍ୟ ।ଜାଗା ସଫା କରିବା ସମୟରେ ୩୦ କେଜି ଓଜନ ର ଏହି ସାପଟିକୁ ଦେଖି ଭୟଭୀତ ହେବ ସହ ସ୍ଥାନୀୟଲୋକେ ପିପୁଲ ଫର ଆନିମଲକୁ ଖବର ଦେଇଥିଲେ।ଖବର ପାଇ ପିପୁଲ ଫର ଆନିମଲର ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଏବଂ ତିଲକ କର ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳେ […]

ଧର୍ମଘଟରେ ସାମିଲ ହେଲା ଅନମୋଲ ବିସ୍କୁଟସ୍ ୱାର୍କରସ ୟୁନିଅନ

ଚନ୍ଦକା,୨୬/୧୧(ଏସଏସନିୟୁଜ)ଗୁରୁବାର ଭାରତ ବନ୍ଦ ପରିପ୍ରେକ୍ଷୀରେ ଟି ୟୁ ସି ଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଧର୍ମଘଟ ପ୍ରଦର୍ଶନ କରାଯାଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ-କୃଷକ ମାରଣନିତି ବାତିଲ,୧୪,୩୭୯ ସ୍କୁଲ ଉଛେଦ ବାତିଲ,ନୂତନ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର ଏବଂ ସମସ୍ତ ଠିକା ,ଅସ୍ଥାୟୀ, ପ୍ରବାସୀ,ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜିକରଣ ଓ ଉପଯୁକ୍ତ ସାମାଜିକ ନିରାପତ୍ତା ଦାବିରେ ଦେଶବ୍ୟାପୀ ଶ୍ରମିକ ମାନଙ୍କର ବିକ୍ଷୋଭ ଚାଲିଛି।ସେହିପରି କର୍ପୋରେଟିକରଣ, ତାଲା ବନ୍ଦ ସମୟରେ ଦରମା କାଟ,ଶ୍ରମିକ ଛଟେଇ,୧୨ ଘଣ୍ଟିଆ କାର୍ଯ୍ୟ ଦିବସ […]

୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

ଭୁବନେଶ୍ବର୨୬/୧୧(ଏସଏସନିୟୁଜ) କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ନକଲି ନୋଟ୍ ଜବତ କରି ଜଣଙ୍କୁ ଗିରଫ କରିଛି। ସୁନାବେଡା ବସଷ୍ଟାଣ୍ଡରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ନକଲି ନୋଟ୍ ରଖିଥିବା ଅଭିଯୋଗରେ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସୁନାବେଡା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି ।

ଫୁଟବଲ ସୁପରଷ୍ଟାର ମାରାଡୋନାଙ୍କର ହୃଦଘାତରେ ପରଲୋକ

ଆର୍ଜେଣ୍ଟିନା,୨୫/୧୧(ସତ୍ୟସନ୍ଧାନଡେସ୍କ) ବିଶ୍ବ ଫୁଟବଲ ଜଗତର ସୁପରଷ୍ଟାର ଡିଏଗୋ ମାରାଡୋନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୦ ବର୍ଷ ହୋଇଥିଲା। ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ତାଙ୍କ ଓକିଲ କହିଛନ୍ତି। ମାରାଡୋନାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧୁଥିବାରୁ ତାଙ୍କର ଏକ ଅସ୍ତ୍ରୋପଚାରକରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଥିଲେ।ହେଲେ ମଦ୍ୟପାନ ଛଡାଇବା ପାଇଁ ତାଙ୍କୁ ଏକ କ୍ଲିନିକରେ ଭର୍ତ୍ତି କରାଯାଇଥିଲା।ଆଶ୍ଚର୍ଯ୍ୟ  ଭାବେ ସେ ଖୁବ୍ କମ୍ ଦିନ ମଧ୍ୟରେ ମଦ୍ୟପାନ ଛାଡି ଦେଇଥିଲେ । ତେବେ […]

ଆଜିର ରାଶିଫଳ

ଆଜି ପୋଇ ଭକ୍ଷଣ ନିଷେଧ,ଧନୁ ରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭ ରାଶି ର ଘାତବାର,ଆଜି ଦ୍ୱାଦଶୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ,କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ ନଭେମ୍ବର ୨୬ ତାରିଖ ୨୦୨୦ ମସିହା(ଗୁରୁବାର),ଆଜିର ରାଶିଫଳ। ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ। ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି […]

ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେବେ ନାହିଁ ସରକାରୀ କର୍ମଚାରୀ

ଖବର ଆଜିର,ତାରିଖ ୨୬-୧୧-୨୦ ଗୁରୁବାର ୧-୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୨ ବର୍ଷ, Covid ସତ୍ତ୍ୱେ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଅନୁଷ୍ଠିତ ହେବକାର୍ଯ୍ୟକ୍ରମ । ୨-ଦଶମ ଓ +୨ ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ୩-ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେଇ ପାରିବେ ନାହିଁ ସରକାରୀ କର୍ମଚାରୀ; କେନ୍ଦ୍ର ସରକାର ଜାରି ଗଲେ ମାର୍ଗଦର୍ଶିକା […]